Thursday, March 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

କେନିଆର ରାଜଧାନୀ ନେରୋବୀରେ ଭୟଙ୍କର ବିମାନ ଦୁର୍ଘଟଣା

Sanchar Live by Sanchar Live
August 8, 2025
in ବିଦେଶ
0
କେନିଆର ରାଜଧାନୀ ନେରୋବୀରେ ଭୟଙ୍କର ବିମାନ ଦୁର୍ଘଟଣା
0
SHARES
70
VIEWS
FacebookTwitter

କେନିଆର ରାଜଧାନୀ ନେରୋବୀରେ ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ୨ ଡାକ୍ତର, ୨ ନର୍ସ, ୨ ସାଧାରଣ ଲୋକ ରହିଛନ୍ତି । କେନିଆର ସିଭିଲି ଏଭିଏସନ ଅଥରିଟି ଦୁର୍ଘଟଣା ବିଷୟରେ ସୂଚନା ଦେଇଛି । ଏୟାର ଆମ୍ବୁଲାନ୍ସ ଏକ ସ୍କୁଲ ଉପରେ ବିମାନଟି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ କିଛି ଘର ଧ୍ବଂସ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ହୋଇ ପଡିବା ପରେ ଏୟାର ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା । ବିମାନ ପଡିଥିବା ସ୍କୁଲ ମଧ୍ୟ ସଂପୂର୍ଣ୍ଣ ଧ୍ବଂସ ହୋଇଥିଲା ।

ଆମ୍ବୁ କାଉଣ୍ଟି କମିଶନର ହେନରୀ ବାଫୁଲା ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁର୍ଘଟଣା ଭାରତୀୟ ସମୟ ଅପରାହ୍ନ ୨ଟା ୧୪ ମିନିଟ ସମୟରେ ହୋଇଥିଲା । ଉଡ଼ାଣ ଭରିବାର ୩ ମିନିଟ ମଧ୍ୟରେ ଏୟାର ଆମ୍ବୁଲାନ୍ସ ଗାୟବ ହୋଇଯାଇଥିଲା । ଏହାପରେ ଏଟିସି ସହିତ ସଂପର୍କ ତୁଟିଯାଇଥିଲା ।

ଏୟାର ଆମ୍ବୁଲାନ୍ସ ସ୍କୁଲ ଉପରେ ପଡିଥିଲା । ବିମାନ ତଳେ ପଡିବା ପରେ ନିଆଁ ଲାଗିଯାଇଥିଲା । ଲୋକଙ୍କୁ ଉଦ୍ଧାର କରାଯାଇଛି. ସ୍ଥାନୀୟ ଲୋକ ପୋଲିସକୁ ଏହା ବିଷୟରେ ସୂଚନା ଦେଇଥିଲେ । ନ୍ୟାସନାଲ ପୋଲିସ ସର୍ଭିସ ଏବଂ କେନିଆ ଡିଫେନ୍ସ ଫୋର୍ସ ମିଳିତ ଭାବେ ରେସକ୍ୟୁ ଅପରେସନ ଚଳାଇଛନ୍ତି । ଏହାପରେ ଏୟାର ଆକ୍ସିଡେଣ୍ଟ ଇଭେଷ୍ଟିଗେସନ ଡିପାର୍ଟମେଣ୍ଟ ଦୁର୍ଘଟଣାକୁ ନେଇ ଯାଞ୍ଚ ଆଦେଶ ଦିଆଯାଇଛି ।

Tags: flight crashKenya
ShareTweetShareSend
Sanchar Live

Sanchar Live

Next Post
୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ ପିଉସା କଲେ ଗର୍ଭବତୀ

୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ ପିଉସା କଲେ ଗର୍ଭବତୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.