Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଦିଲ୍ଲୀ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିଓ୍ବାଲ

Sanchar Live by Sanchar Live
September 15, 2024
in ରାଜନୀତି
0
ଦିଲ୍ଲୀ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିଓ୍ବାଲ
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ଆସନ୍ତା ଦୁଇ ଦିନ ପରେ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏନେଇ ସେ କରିଛନ୍ତି ଘୋଷଣା। ଦିଲ୍ଲୀରେ ଆପ୍ କର୍ମୀ ସମ୍ମିଳନୀରେ ସେ କହିଛନ୍ତି- ଯେତେଦିନ ଯାଏ ଜନତା ନିଷ୍ପତ୍ତି ନନେଇଛନ୍ତି ସେତେଦିନ ଯାଏ ସେ ମୁଖ୍ଯମନ୍ତ୍ରୀ ପଦରେ ଆସୀନ ହେବେ ନାହିଁ। ସେ କହିଛନ୍ତି- ବ୍ରିଟିଶ ଶାସନ ତୁଳନାରେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନୀତି ଅଧିକ । ଆମ ଆଦମୀ ପାର୍ଟିକୁ ଭାଙ୍ଗିବା ଲାଗି ଚାଲିଛି ଷଡ଼ଯନ୍ତ୍ର। ମିଛ ମାମଲାରେ ମୋତେ ଜେଲରେ ଫସାଇଦିଆଗଲା। ବିଭିନ୍ନ ରାଜ୍ଯରେ ବିଭିନ୍ନ ଦଳକୁ ଭାଙ୍ଗିବା ଲାଗି ଷଡ଼ଯନ୍ତ୍ର କରାଯାଉଛି। ଗଣତାନ୍ତ୍ରିକ ସରକାରଗୁଡିକୁ ଭଙ୍ଗାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦିଲ୍ଲୀ ମଦନୀତି ମାମଲାରେ ଜେଲରୁ ବାହାରିବା ପରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ କେଜରିୱାଲ କହିଛନ୍ତି- ସେ ଜେଲରେ ଥିବାବେଳେ ସହିଦ ଭଗତ ସିଂଙ୍କ ଜୀବନୀ ପଢିଥିଲେ। ଦେଶର ରାଜନୀତିକୁ ବଦଳାଇଛି ଆପ୍। ଲୋକତନ୍ତ୍ରକୁ ବଞ୍ଚାଇବା ଲାଗି ସେ ଇସ୍ତଫା ଦେଇ ନଥିଲେ। ଏହ ସହ ମିଛ କେସରେ ଜେଲ ଯାଇଥିବାରୁ ସେ ଇସ୍ତଫା ଦେବାକୁ ଚାହିଁ ନଥିଲେ। ଆପ୍ ଯୋଗୁ ସାରା ଦିଲ୍ଲୀବାସୀ ବିଜୁଳି କ୍ଷେତ୍ରରେ ହୋଇଛନ୍ତି ଉପକୃତ। କେନ୍ଦ୍ରର ଏକଛତ୍ରବାଦୀ ନୀତି ବିରୋଧରେ ଏକାଠି ହେବା ଲାଗି ସେ ବିରୋଧୀ ମୁଖ୍ଯମନ୍ତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ସେ କହିଛନ୍ତି- ତିହାର ଜେଲରେ ଥିବାବେଳେ ସେ ସ୍ବାଧୀନତା ଦିବସ ଅବସରରେ ଏଲଜିଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ତାଙ୍କ ଅନୁପସ୍ଥିତିରେ ଆତିଶିଙ୍କୁ ପତାକା ଉତ୍ତୋଳନ ଲାଗି ଅନୁମତି ଦିଆଯାଉବୋଲି ସେ କହିଥିଲେ। ମାତ୍ର ସେହି ଚିଠିକୁ ଫେରାଇଦିଆଗଲା। ଏଥିଲାଗି ତାଙ୍କୁ ଧମକ ବି ମିଳିଲା। ଯଦି ପୁଣି ଥରେ ସେ ଚିଠି ଲେଖନ୍ତି ତେବେ ତାଙ୍କୁ ପରିବାର ସହ ସାକ୍ଷାତ ଲାଗି ଅନୁମତି ମିଳିବ ନାହିଁ ବୋଲି କହିଥିଲେ।

Tags: arvinda kejriwaldelhi cm
ShareTweetShareSend
Sanchar Live

Sanchar Live

Next Post
ସୁଭଦ୍ରା ସଚେତନତା ପଦଯାତ୍ରା

ସୁଭଦ୍ରା ସଚେତନତା ପଦଯାତ୍ରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.