Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଦିଲ୍ଲୀର ନବ ନିର୍ବାଚିତ ବିଧାୟକଙ୍କ ସହ କେଜ୍ରିୱାଲଙ୍କ ବୈଠକ

Sanchar Live by Sanchar Live
February 9, 2025
in ଭାରତ
0
ଦିଲ୍ଲୀର ନବ ନିର୍ବାଚିତ ବିଧାୟକଙ୍କ ସହ କେଜ୍ରିୱାଲଙ୍କ ବୈଠକ
0
SHARES
39
VIEWS
FacebookTwitter

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ସରିଛି । ଦୀର୍ଘ ୨୭ ବର୍ଷ ପରେ ପୂର୍ଣ୍ଣ ବହୁମତ ସହିତ ସରକାର ଗଢ଼ିବାକୁ ଯାଉଛି ବିଜେପି । ଅନ୍ୟପକ୍ଷରେ କ୍ଷମତା ଚ୍ୟୁତ ହୋଇଥିବା ଆମ୍ ଆଦମୀ ପାର୍ଟୀକୁ ବଡ଼ ଝଟକା ଲାଗିଛି । ଜନତାଙ୍କ ଜନାଦେଶକୁ ସମ୍ମାନ ଜଣାଉଛୁ ବୋଲି ବୈଠକ ପରେ କହିଛନ୍ତି ଆତିଶୀ ମାର୍ଲେନା ।

ରବିବାର ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବାସଭବନରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କେଜ୍ରିୱାଲ  ନବ ନିର୍ବାଚିତ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି । ବୈଠକ ପରେ ଆତିଶୀ କହିଛନ୍ତି ଯେ ଦଳର ମୁଖିଆ ବିଧାୟକଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସେବା କରିବା ଏବଂ ତାଙ୍କର ସମସ୍ୟାର ସମାଧାନ କରିବା ଆମର ଦାୟିତ୍ୱ ରହିବ । ଏହା ସହିତ ବିରୋଧୀ ଦଳ ହିସାବରେ ନିଜର ଭୂମିକା ସୂଚାରୁରୂପେ ତୁଲାଇବ । ସେହିପରି ବିଜେପି ଦେଇ ପ୍ରତିଶ୍ରୁତି କିପରି ପୂରଣ ହେବ ସେ ନେଇ ଆପ୍ ଦଳ କାର୍ଯ୍ୟ କରିବ । ମହିଳାଙ୍କ 2500 ହଜାର ଟଙ୍କା ମାର୍ଚ୍ଚ 8 ସୁଦ୍ଧା ବିଜେପି କିପରି ଦେବ ଆମ୍ ଆଦମୀ ପାର୍ଟୀ ସୁନିଶ୍ଚିତ କରିବ ।

ଦଳର ପରାଜୟ ନେଇ ଆତିଶୀ ଦିଲ୍ଲୀର ଜନାଦେଶକୁ ସମ୍ମାନ କରିବା ସହିତ ବିଜେପି ଉପରେ ବର୍ଷିଛନ୍ତି । ଏହି ନିର୍ବାଚନରେ ଏତେ ଗୁଣ୍ଡାଗିରି ହୋଇଥିଲା ଯେ ଦିଲ୍ଲୀର ଇତିହାସରେ ଏପରି ନିର୍ବାଚନ କେବେ ହୋଇନଥିଲା। ଯେଉଁଠାରେ ଖୋଲାଖୋଲି ଟଙ୍କା ବଣ୍ଟନ କରାଯାଉଥିଲା, ସେଠାରେ ମଦ ଖୋଲାଖୋଲି ବଣ୍ଟନ କରାଯାଉଥିଲା। ପୋଲିସ ଖୋଲାଖୋଲି ଭାବରେ ଖାଦ୍ୟ ବଣ୍ଟନ କରୁଥିଲା ଏବଂ ଯେଉଁମାନେ ଏହା ବିଷୟରେ ଅଭିଯୋଗ କରୁଥିଲେ ସେମାନଙ୍କୁ ଜେଲରେ ପକାଉଥିଲା, କିନ୍ତୁ ଆମେ ଦିଲ୍ଲୀବାସୀଙ୍କ ଜନାଦେଶକୁ ଗ୍ରହଣ କରୁଛୁ ଏବଂ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବୁ।”

Tags: aap partydelhipolitics
ShareTweetShareSend
Sanchar Live

Sanchar Live

Next Post
ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ

ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.