Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କର୍ଣ୍ଣାଟକ ରାଜନୀତିରେ ଥମୁନି ଡି.କେ. ଶିବକୁମାରଙ୍କୁ ନେଇ ଚର୍ଚ୍ଚା

Sanchar Live by Sanchar Live
March 6, 2025
in ଭାରତ
0
କର୍ଣ୍ଣାଟକ ରାଜନୀତିରେ ଥମୁନି ଡି.କେ. ଶିବକୁମାରଙ୍କୁ ନେଇ ଚର୍ଚ୍ଚା
0
SHARES
18
VIEWS
FacebookTwitter

ସଂଚାର ବ୍ୟୁରୋ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ନେଇ ବଢିଲା ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ହେବା ନେଇ ଶିବକୁମାରଙ୍କୁ କେହି ଅଟକାଇପାରିବେ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ବୀରାପ୍ପା ମୋଇଲି ସୂଚନା ଦେବା ପରେ ଏନେଇ ଚର୍ଚ୍ଚା ଜୋରଧରିଛି । ତେଣେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ଶିବକୁମାର । ବେଙ୍ଗାଳୁରୁରେ ନୂଆ କଂଗ୍ରେସ ଅଫିସ ଉଦଘାଟନ ଅବସରରେ ଦୁଇ ନେତାଙ୍କ ମଧ୍ଯରେ ଭେଟଘାଟ ହୋଇଥିଲା । ଶିବକୁମାରଙ୍କ ଜଣେ ପ୍ରଶଂସକ ହେଉଛନ୍ତି ମୋଇଲି । ଦଳକୁ ମଜଭୁତ କରିବାରେ ଶିବକୁମାରଙ୍କ ଭୂମିକା ଅଧିକ ରହିଛି । ଶିବକୁମାର ମୁଖ୍ଯମନ୍ତ୍ରୀ ହୁଅନ୍ତୁ ବୋଲି ଲୋକେ ଚାହୁଁଛନ୍ତି ଏବଂ ତାଙ୍କର ଭାଗ୍ୟ ଅନୁସାରେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ମୋଇଲି କହିଥିଲେ । ଏପରକି ଶିବକୁମାରଙ୍କ ବିରୋଧରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ବି କେହି ତାଙ୍କୁ ଅଟକାଇପାରିବେ ନାହିଁ କହିଥିଲେ ମୋଇଲି । ତେଣେ ମୋଇଲିଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ବୋଲି କହିଛନ୍ତି କର୍ଣ୍ଣାଟକର ବରିଷ୍ଠ ମନ୍ତ୍ରୀ କେ.ଏନ. ରାଜନ୍ନା । ସେହିପରି ମୋଇଲିଙ୍କ ମତ ତାଙ୍କ ବ୍ୟକ୍ତିଗତ ବୋଲି କହିଛନ୍ତି ଶିବକୁମାର । ସେପଟେ ଆସନ୍ତା ଡିସେମ୍ବରରେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ତତଃ ଆସନ୍ତା ୨୦୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଶିବକୁମାର ମୁଖ୍ୟମନ୍ତ୍ରୀ ରହିବେ ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି । ଗତ ମେ ୨୦୨୩ରୁ ମୁଖ୍ୟମନ୍ତ୍ରୀ ଅଛନ୍ତି ସିଦ୍ଧରମୈୟା ।

Tags: dk sibakumarkarnataka
ShareTweetShareSend
Sanchar Live

Sanchar Live

Next Post
ଘରେ କେହି ନଥିବା ସୁଯୋଗ ନେଇ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

ଘରେ କେହି ନଥିବା ସୁଯୋଗ ନେଇ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.