Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଖାଲରେ ଖସି ଘର ଉପରେ ଚଢିଗଲା ବସ୍

Sanchar Live by Sanchar Live
April 10, 2025
in ଭାରତ
0
ଖାଲରେ ଖସି ଘର ଉପରେ ଚଢିଗଲା ବସ୍
0
SHARES
10
VIEWS
FacebookTwitter

କର୍ଣ୍ଣାଟକର ଚିକ୍କମାଗାଲୁରୁରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଅନୁମାନ କରାଯାଉଛି ଯେ, ଚାଳକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ବସଟି ଖାଲରେ ପଡି ଗୋଟେ ଘର ଉପରେ ଚଢିଯାଇଥିଲା ।  ବସରେ ଥିବା ୪୦ଜଣ ଯାତ୍ରୀଙ୍କ ସହ ଚାଳକ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପରେ ଆହତଙ୍କୁ ହସ୍ପିଟାଲକୁ ପଠାଇଥିଲା ।

ସୂଚନାନୁଯାୟୀ, ଚିକ୍କମାଗାଲୁରୁ ଜିଲ୍ଲାରେ କୋପ୍ପା ତାଲୁକା ନିକଟରେ ବୁଧବାର ଦିନ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ପରିବହନର KSRTC ବସଟି ଚିକ୍କମାଗାଲୁରୁ ଶୃଗାଙ୍ଗାରୁକୁ ଯାଉଥିଲା । ଜୟାପୁର ନିକଟରେ ବସ ନିୟନ୍ତ୍ରଣ ହରାଇ ଖାଲରେ ଖସି ପଡିଥିଲା । ସେହି ଢାଲ ଉପରେ ଥିବା ଘରରେ ବସଟି ଚଢିଯାଇଥିଲା । ବସରେ ପାଖାପାଖି ୪୦ ଯାତ୍ରୀ ଯାତ୍ରା କରୁଥିବା କୌଣସି ସୂତ୍ରରୁ ପ୍ରକାଶ ପାଇଛି । ଦୁର୍ଘଟଣା ସମୟରେ ଝପସା ବର୍ଷା ଲାଗିରହିଥିଲା ଫଳରେ ରାସ୍ତା ଖସଡା ହୋଇଥିବା ଯୋଗୁଁ ଚାଳକ ନିୟନ୍ତ୍ରଣ ହରାଇବସିଥିଲେ । ବସ ଘର ଉପରେ ଖସିପଡିବାରୁ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଚାଳକ ଏବଂ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନଙ୍କର ସାମାନ୍ୟ ଆଘାତ ହୋଇଛି । ବସ ଚାଳକଙ୍କ ସମେତ ଅନ୍ୟ ଆହତଙ୍କୁ କୋପ୍ପା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଢାଲରେ ଘର କରି ରହିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆହତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ହସ୍ପିଟାଲକୁ ପଠାଇଥିବା ସହ ପୋଲିସ ମାମଲାକୁ ରୁଜୁ କରିଛି ।

ଅନ୍ୟପଟେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟି ଦ୍ରୁତ ଗତିରେ ଆସୁଥିଲା । ବସଟି ପୁରୁଣା ହୋଇଯାଇଥିବାରୁ ସେଥିରେ ଯାନ୍ତ୍ରିକ ସମସ୍ୟା ଥିବା ଜଣାପଡୁଥିଲା ଯାହା ସ୍ଥାନୀୟ ଲୋକେ ମତ ଦେଇଛନ୍ତି । ଦ୍ରୁତ ଗତିରେ ଗାଡି ଚଲାଇବା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

 

Tags: accidentkarnatak
ShareTweetShareSend
Sanchar Live

Sanchar Live

Next Post
ପୁଣି ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ଜଣେ ବୋଝିଆ ଗୁରୁତର

ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି, ଦୁଇଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.