Monday, May 11, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ମୁଁ ଡରିବା ଝିଅ ନୁହେଁ : କଙ୍ଗନା

Sanchar Live by Sanchar Live
August 29, 2024
in ମନୋରଞ୍ଜନ
0
ମୁଁ ଡରିବା ଝିଅ ନୁହେଁ : କଙ୍ଗନା
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂ ମାନଙ୍କ ଦୁଷ୍କର୍ମ ମନ୍ତବ୍ୟରେ ପୁଣି ଥରେ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଆଜି ମୋତ ଦୁଷ୍କର୍ମ ର ଧମକ ମିଳିଛି, କଙ୍ଗନାକୁ ଜଣାଅଛି ଦୁଷ୍କର୍ମ କ’ଣ? ଏହି ଉପାୟରେ ସେ ମୋତେ ଧମକ ଦେଇ ମୋ ସ୍ୱରକୁ ଦବାଇ ପାରିବେନାହିଁ’ ।

ସୂଚନାଯୋଗ୍ୟ, ପଞ୍ଜାବ ଲୋକସଭାର ପୂର୍ବତନ ସାଂସଦ ସିମରନଜିତ ସିଂ ମାନ୍ ଗୁରୁବାର କଙ୍ଗନା ରାଣାୱତଙ୍କ ଉପରେ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି । ମାନ କହିଛନ୍ତି ଯେ କଙ୍ଗନା ରାଣାୱତଙ୍କର ଦୁଷ୍କର୍ମ କୁ ନେଇ ଅନେକ ଅଭିଜ୍ଞତା ଅଛି, ଆମେ ତାଙ୍କୁ ପଚାରିପାରିବା ଯେ ଦୁଷ୍କର୍ମ କିପରି ହୁଏ? ଯାହାଫଳରେ ଲୋକଙ୍କୁ ଏହା ବିଷୟରେ ବର୍ଣ୍ଣନା କରାଯାଇପାରିବ ।

କଙ୍ଗନା କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ସମୟରେ ଦୁଷ୍କର୍ମ କରାଯାଇଥିଲା । ଏ ଘଟଣାରେ ସିମରନଜିତ୍ ସିଂ ମାନ୍ କଙ୍ଗନା ରାଣାୱତଙ୍କ କଟାକ୍ଷ କରିଥିଲେ ।

Tags: bollywoodkangana ranawat
ShareTweetShareSend
Sanchar Live

Sanchar Live

Next Post
ନିଯୁକ୍ତି ହେବେ ୨୮୪୩୯ ଶିକ୍ଷକ

ନିଯୁକ୍ତି ହେବେ ୨୮୪୩୯ ଶିକ୍ଷକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଓଡଗାଁରେ ହିଂସା, ଯୁବକଙ୍କୁ ମାରିଦେଲେ
  • ଖାଇକୁ ଖସିଲା କାର : ୬ ମୃତ, ୪ ଆହତ
  • ରତ୍ନ ଅଳଙ୍କାରର ଗଣତି ମଣତି : ବନ୍ଦ ରହିବ ଭିତର କାଠ ଦର୍ଶନ
  • ହିମନ୍ତ ବିଶ୍ବଶର୍ମା ପୁଣି ହେବେ ଆସାମର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ
  • ଆଜି ପଞ୍ଜାବ ଓ ଦିଲ୍ଲୀ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.