ସଂଚାର ବ୍ୟୁରୋ: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ କରାଯାଉଛି
। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ । ଭଦ୍ରକସ୍ଥିତ ପୈତୃକ ବାସଭବନ ସମେତ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବରର ଗୋଟିଏ ଜାଗାରେ ଚାଲିଛି ରେଡ । କାମାକ୍ଷାନଗର ଠାରେ ଜଣେ ଡଏସପି ଓ ୩ ଇନସିପେକ୍ଟର ରେଡରେ ସାମିଲ ହୋଇଛନ୍ତି ।