Monday, June 23, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କୈଳାସ ପର୍ବତର ବଡ଼ ରହସ୍ୟ, କାହିଁକି ହୁଏନି ଚଢ଼ି

Sanchar Live by Sanchar Live
June 23, 2025
in ଭାରତ
0
କୈଳାସ ପର୍ବତର ବଡ଼ ରହସ୍ୟ, କାହିଁକି ହୁଏନି ଚଢ଼ି
0
SHARES
51
VIEWS
FacebookTwitter

ସଂଚାର ବ୍ୟୁରୋ: କୈଳାସ ପର୍ବତ । ଉଚ୍ଚତା ଯେମିତି ବଡ଼, ଏହାର ଇତିହାସ ମଧ୍ୟ ବେଶ ରହସ୍ୟମୟ । ତେବେ ଆସନ୍ତା ଜୁନ୍ ୩୦ ତାରିଖରୁ କୈଳାସର ମାନସରୋବର ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ୫ ବର୍ଷ ପରେ ଏହି ଯାତ୍ରା ହେବାକୁ ଥିବାବେଳେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢ଼ିବ । କରୋନା ସମୟରେ ଏହି ଯାତ୍ରା ଉପରେ ରୋକ ଲାଗିଥିଲା । ଏବେ ଏହି ଯାତ୍ରା ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ତେବେ ଆପଣ ଜାଣିଛନ୍ତି କି, କେହି ମଧ୍ୟ ମାନସରୋବରକୁ ଚଢ଼ିପାରିନାହାନ୍ତି । ଜାଣନ୍ତୁ ଏହା ପଛରେ କରଣ ରହିଛି କାରଣ ?

ମାନସରୋବର ଯାତ୍ରା କେବଳ ହିନ୍ଦୁ ଧର୍ମର ଲୋକ ନୁହଁନ୍ତି ବରଂ ଶିଖ୍, ବୌଦ୍ଧ ଐବଂ ଜୈନ ଧର୍ମର ଲୋକେ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି । ଏଭରେଷ୍ଟ ପର୍ବତର ଉଚ୍ଚତା ୮ ହଜାର ୮୪୮ ରହିଥିବାବେଳେ କୈଳାସ ପର୍ବତର ଉଚ୍ଚତା ରହିଛି ୬ ହଜାର ୬୩୮ । ତେବେ ଲୋକମାନେ ଏଭରେଷ୍ଟ ଚଢ଼ିଥାନ୍ତି କିନ୍ତୁ କୈଳାସ ପର୍ବତର ଶିଖରକୁ କାହିଁକି ଚଢ଼ିପାରନ୍ତି ନାହିଁ । ଏଭରେଷ୍ଟ ଏଯାବତ ୭ ହଜାରରୁ ଅଧିକ ଲୋକ ଚଢ଼ିଥିବାବେଳେ କୈଳାସ ପର୍ବତକୁ ଜଣେ ମଧ୍ୟ ଚଢ଼ିପାରିନାହାନ୍ତି । ତେବେ ୧୯୨୬ ମସିହାରେ ବ୍ରିଟିସମାନେ ପ୍ରଥମେ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ, ଆଉ ୨୦୦୧ ମସିହାରେ ଏକ ଜାପାନୀ ଦଳ ଚଢ଼ିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଉଭୟ ସଫଳ ହୋଇନାହାନ୍ତି ।ଖରାପ ପାଗ କାରଣରୁ ଚଢ଼ିବାରେ ବିଫଳ ହୋଇଥିବା କହିଥିଲେ ।

ତେବେ କୈଳାସ ପର୍ବତକୁ ଚଢ଼ିବା କାହିଁକି କଷ୍ଟସାଧ୍ୟ ? ଏହା ଉପରେ ଅନେକ ବୈଜ୍ଞାନିକ ଗବେଷଣା କରିଛନ୍ତି । କିନ୍ତୁ କୌଣସି ନିଷ୍କର୍ସ ବାହାରିନାହିଁ । ସମସ୍ତେ କହିଛନ୍ତି କି, ଏହାର ପର୍ବତ ଶିଖରୀକୁ ଚଢ଼ିବା କଷ୍ଟକର । ଯଦିଓ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରିଛନ୍ତି କିନ୍ତୁ ଅନେକ ଲୋକ କୁହନ୍ତି କି, ଏଠାରେ ରହିଥିବା ଅଦୃଶ୍ୟ ଶକ୍ତି ଚଢ଼ିବା ପାଇଁ ଦିଏନାହିଁ । ତେବେ ସାରା ବିଶ୍ବର ଲୋକମାନେ ଏହି ପର୍ବତକୁ ପବିତ୍ରସ୍ଥଳ ଭାବେ ମାନିଥାନ୍ତି । ଯେଉଁ କାରଣରୁ ଏଠାକୁ ଚଢ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ୨୦୦୧ ମସିହା ପରଠାରୁ ଏହି ପର୍ବତକୁ ଚଢ଼ିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

Tags: Kailash hillspecial story
ShareTweetShareSend
Sanchar Live

Sanchar Live

Next Post
୨୫ରେ ସୃଷ୍ଟି ହେଇପାରେ ଘୁର୍ଣ୍ଣିବଳୟ, ହେବ ବଡ଼ ବର୍ଷା

୨୫ରେ ସୃଷ୍ଟି ହେଇପାରେ ଘୁର୍ଣ୍ଣିବଳୟ, ହେବ ବଡ଼ ବର୍ଷା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୂର୍ବତନ ମନ୍ତ୍ରୀ ସ୍ବଗତ ନବ କିଶୋର ଦାସଙ୍କ ଘରେ ସରିଲା ଆୟକର ବିଭାଗ ଚଢାଉ
  • ୨୫ରେ ସୃଷ୍ଟି ହେଇପାରେ ଘୁର୍ଣ୍ଣିବଳୟ, ହେବ ବଡ଼ ବର୍ଷା
  • କୈଳାସ ପର୍ବତର ବଡ଼ ରହସ୍ୟ, କାହିଁକି ହୁଏନି ଚଢ଼ି
  • ଖସିଲା ସେନସେକ୍ସ ଓ ନିଫ୍ଟି
  • ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.