Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପୂଜକ ବେଶରେ ଆସି କଳାକନା ବୁଲାଇଲେ

Sanchar Live by Sanchar Live
October 6, 2024
in ଅପରାଧ
0
ପୂଜକ ବେଶରେ ଆସି କଳାକନା ବୁଲାଇଲେ
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ପୂଜକ ବେଶରେ ଆସୁଥିଲେ, ପୂଜାପାଠ ନାଁରେ ମନ୍ଦିରରେ କଳାକନା ବୁଲାଉଥିଲେ । ମନ୍ଦିରରୁ ପ୍ରାଚୀନ ମୂର୍ତ୍ତି ସହ ଠାକୁରଙ୍କ ଅଳଙ୍କାର ଲୁଟୁଥିବା ତିନି ଲୁଟେରା ଭାଇଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତିନିଭାଇ ମିଶି ୩ ଜିଲ୍ଲାର ୧୨ଟି ମନ୍ଦିରରୁ ଲୁଟ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ ବରଦା ପ୍ରସାଦ ଆଚାର୍ଯ୍ୟ, ସାରଦା ପ୍ରସାଦ ଆଚାର୍ଯ୍ୟ ଓ ଆନନ୍ଦ ଆଚାର୍ଯ୍ୟ । ପୋଲିସ ସୂଚନା ଅନୁସାରେ ଏମାନେ ସମ୍ପର୍କରେ ତିନି ଭାଇ ଏମାନେ ପୂଜକ ବେଶରେ ମନ୍ଦିରକୁ ଯାଉଥିଲେ । ସେଠାରେ ପୂଜାପାଠ କରିବା ବାହାନାରେ ମୂର୍ତ୍ତି ସମେତ ଅଳଙ୍କାର ଲୁଟିନେଉଥିଲେ । ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ବାଲେଶ୍ଵର ମନ୍ଦିରରୁ ଚୋରି ହୋଇଥିଲା । ଘଟଣାର ତଦନ୍ତ କରି ମାମଲାରେ ସଂପୃକ୍ତ ବରଦା ଓ ଆନନ୍ଦକୁ କମିଶନରେଟ ପୋଲିସ ଗିରଫ କରିଥିବାବେଳେ ସାରଦାକୁ କାବୁ କରିଛି ଜଗତସିଂହପୁର ପୋଲିସ । ଅଭିଯୁକ୍ତମାନେ ଅଭ୍ଯାସଗତ ଚୋର ହୋଇଥିବାବେଳେ ସେମାନଙ୍କୁଠାରୁ ବହୁ ଲୁଟ୍ ସାମଗ୍ରୀ ଜବତ ହୋଇଛି । ଏମାନେ ଏହି ଚୋରି ସାମଗ୍ରୀ କେଉଁଠାକୁ ଚାଲାଣ କରୁଥିଲେ ? ଏହି ସାମଗ୍ରୀ କେଉଁଠାରେ ବ୍ଯବହାର ହେଉଥିଲା ? ତାଙ୍କ ରାକେଟରେ ଆଉ କିଏ ସପୃକ୍ତ ଅଛି କି ନାହିଁ ? ଅନ୍ଯ କେଉଁ ଜିଲ୍ଲାରୁ ଚୋରି କରିଥିଲେ କି ନାହିଁ ? ସେନେଇ କମିଶନରେଟ ପୋଲିସ ଅଧିକ ତଦନ୍ତ କରୁଛି । ଆବଶ୍ଯକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯାଇପାରେ ।

Tags: crimejagatsinghpurloot
ShareTweetShareSend
Sanchar Live

Sanchar Live

Next Post
୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.