Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଜିନ୍ନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆ ଜିଲ୍ଲା ଛାଡି ବାଙ୍କୁରା ଜିଲ୍ଲାରେ

Sanchar Live by Sanchar Live
December 28, 2024
in ଓଡିଶା
0
ନାକେଦମ କଲାଣି ବାଘୁଣୀ ଜିନତ
0
SHARES
11
VIEWS
FacebookTwitter

ଜିନ୍ନତ୍ ପାଇଁ ନାକେଦମ ବନବିଭାଗ । ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି ବାଘୁଣୀ ଜିନ୍ନତ୍ । ଏକ ସପ୍ତାହ ଧରି ପଶ୍ଚିମବଙ୍ଗର ପୁରୁଳିଆ ଜିଲ୍ଲା ବାନ୍ଦଓ୍ବାନ ଅନ୍ତର୍ଗତ ରାଇକା ପାହାଡରେ ରହିବା ପରେ ୨୭ତାରିଖ ରାତିରେ ସ୍ଥାନ ପରିବର୍ତ୍ତନ କରି ବାନ୍ଦଓ୍ବାନ ଠାରୁ ୧୫ କି.ମି ଦୂର’ ମାନବଜାର ୨ନମ୍ବର ବ୍ଲକ ଡାଙ୍ଗାରଡି ବିଟ ନିକଟସ୍ଥ ସୁନସୁନିଆ ପାହାଡକୁ ଯାଇଥିଲା ।

ହେଲେ ପୁଣିଥରେ ଗତକାଲି ରାତିରେ ପୁରୁଳିଆ ଜିଲ୍ଲା ଛାଡି ବାଙ୍କୁରା ଜିଲ୍ଲାକୁ ପ୍ରବେଶ କରିଛି ଜିନ୍ନତ୍ । ଏବେ ବାଙ୍କୁରା ଜିଲ୍ଲାର ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟ ଜଙ୍ଗଲରେ ଜିନ୍ନତ୍ ଅବସ୍ଥିତି ନେଇ ବନବିଭାଗ ଟ୍ରାକିଂରୁ ଜଣାପଡିଛି । ବାଘୁଣୀ କୁ ନେଇ ବାରୁଣିଆ , ଗୋପାଳପୁର , ଗୋସେଇଡିହି ଆଦି ଅଞ୍ଚଳରେ ମାଇକ ଯୋଗେ ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି । ଆଜକୁ ଦୀର୍ଘ ୨୧ ଦିନ ଧରି ଜୀନ୍ନତ୍ ଶିମିଳିପାଳ ଛାଡ଼ି ବାହାର ରାଜ୍ୟକୁ ଚାଲିଯାଇଥିବା ବେଳେ ଜୀନ୍ନତ୍ କୁ ପୁଣି ଶିମିଳିପାଳ ଫେରାଇ ଆଣିବା ପାଇଁ ବନବିଭାଗର ନିଦ ହଜିଗଲାଣି।

Tags: JinattigerWestbengal
ShareTweetShareSend
Sanchar Live

Sanchar Live

Next Post
ପାଟକୁରା ଅଞ୍ଚଳରେ ଚାଷୀଙ୍କ ଆତ୍ମହତ୍ଯା ଅଭିଯୋଗ

ପାଟକୁରା ଅଞ୍ଚଳରେ ଚାଷୀଙ୍କ ଆତ୍ମହତ୍ଯା ଅଭିଯୋଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.