Tuesday, June 3, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପ୍ରେମିକ ସହ ରାତିରେ ଶୋଉଥିଲା ମାଆ, ଧରା ପକାଇଦେଲା ଝିଅ

Sanchar Live by Sanchar Live
May 28, 2025
in ଅପରାଧ
0
ପ୍ରେମିକ ସହ ରାତିରେ ଶୋଉଥିଲା ମାଆ, ଧରା ପକାଇଦେଲା ଝିଅ
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ଜଟଣୀ ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା । ମାଆର କଳା କାରନାମା ଦେଖି ଦେବାରୁ ନାବାଳିକା ଝିଅକୁ ଦଲାଲକୁ ବିକିଦେଲା ମାଆ। ସମସ୍ତେ ଶୋଇବା ପରେ ପ୍ରେମିକକୁ ଘରକୁ ଡାକୁଥିଲା। ଝିଅ ଦେଖିଦେବାରୁ ପ୍ରେମିକ ସହ ମିଶି ଝିଅକୁ ମାଡ଼ ମାରିବା ସହ ମାସେ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିଲା ମାଆ। ପରେ ନାବାଳିକା ଝିଅକୁ ଜଣେ ଦଲାଲକୁ କିଛି ପଇସାରେ ବିକ୍ରି କରି ଦେଇଥିଲା। ନାବାଳିକା ଝିଅ କୌଶଳ କ୍ରମେ ସେଠାରୁ ଖସି ଆସି ଜଟଣୀ ଥାନାରେ ଘଟଣା ସଂପର୍କରେ ଜଣାଇଥିଲା। ଘଟଣାକୁ ଗୁରତର ସହ ନେଇଛନ୍ତି ଜଟଣୀ ଭାରପ୍ରାପ୍ତ ଅଧିକାରୀ। ନାବାଳିକାର ବାପା ମାଙ୍କୁ ଥାନାକୁ ଡାକି ପଚରାଉଚରା କରିଛନ୍ତି। ନାବାଳିକା ଝିଅକୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ଘଟଣାର ଅଧିକ ଛାନବିନ ଜାରି ରହିଛି।

Tags: crimejatani
ShareTweetShareSend
Sanchar Live

Sanchar Live

Next Post
୩ ଦିନ ପରେ ମହିଳା ଆରଆଇଙ୍କର ବୟାନ ରେକର୍ଡ

୩ ଦିନ ପରେ ମହିଳା ଆରଆଇଙ୍କର ବୟାନ ରେକର୍ଡ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୂରଣ ହେଲା କୋହଲିଙ୍କ ସ୍ବପ୍ନ : ଚାମ୍ପିୟନ ହେଲା RCB
  • ପୁଣି ରୁଷ ଉପରେ ୟୁକ୍ରେନର ବଡ଼ ହମଲା
  • ଘର ଭିତରୁ ଜବତ ହେଲା ଲାଇସେନ୍ସ ବନ୍ଧୁକ ସହ ୪ ଅଫୁଟା ଗୁଳି
  • କରାଚୀ ଅନ୍ତର୍ଗତ ମାଲିର ଜେଲରୁ ୨୧୬ କଏଦୀ ଫେରାର
  • ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.