Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମାଙ୍କ ଦେହାନ୍ତ

Sanchar Live by Sanchar Live
April 6, 2025
in ମନୋରଞ୍ଜନ
0
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମାଙ୍କ ଦେହାନ୍ତ
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ବଲିଉଡ୍ ଜଗତ ପାଇଁ ଏକ ଦୁଃଖଦ ଖବର ।  ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମାଙ୍କ ଦେହାନ୍ତ ହୋଇଛି । ତାଙ୍କ ବିଯୋଗ ହୃଦଘାତ ହେବା ଫଳରେ ହୋଇଛି ।  ତାଙ୍କୁ ମାର୍ଚ୍ଚ ୨୪ ତାରିଖରେ ଦିଲ୍ଲୀରେ ଥିବା ଲୀଲାବତି ହସ୍ପିଟାଲରେ ଆଇସି ୟୁରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ । କିନ୍ତୁ ସେ ଆଉ ଆମ ପାଖରେ ନାହାନ୍ତି । କିନ୍ତୁ ଏ ସମମ୍ପର୍କରେ ଜ୍ୟାକଲିନ୍ ଙ୍କ ଟିମ ପକ୍ଷରୁ କୈଣସି ସୂଚନା ଦିଆଯାଇନାହିଁ ।

ଅଭିନେତ୍ରୀ ଜଣକ ତାଙ୍କ ମାଆଙ୍କୁ ସବୁଦିନ ପାଇଁ ହରାଇଛନ୍ତି । ଯଦିଓ ଅଭିନେତ୍ରୀଙ୍କ ମାଆ ସବୁବେଳେ ଲାଇମଲାଇଟରୁ ଦୂରରେ ରହୁଥିଲେ, ସେ ସବୁବେଳେ ତାଙ୍କ ଝିଅ ସହିତ ଦୃଢ଼ ଭାବରେ ଠିଆ ହୋଇଥିଲେ। ଏପରି ପରିସ୍ଥିତିରେ ଅଭିନେତ୍ରୀ ଜଣକ ଗଭୀର ମର୍ମାହତ ହୋଇଛନ୍ତି ।
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମାଙ୍କ  କିମ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ  ମାର୍ଚ୍ଚ ୨୪ ତାରିଖରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ରିପୋର୍ଟ ଅନୁସାରେ, ତାଙ୍କ ମାଆ କିମ୍ଙ୍କୁ ଷ୍ଟ୍ରୋକ୍ ହୋଇଥିଲା, ଯାହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ଗତ ୧୩ ଦିନ ଧରି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜ୍ୟାକଲିନ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ମାତ୍ରେ ସେ ସବୁକିଛି ଛାଡି ମୁମ୍ବାଇ ଫେରି ଆସିଲେ ଏବଂ ତାଙ୍କ ମାଆଙ୍କ ଯତ୍ନ ନେଉଥିଲେ ।

କିନ୍ତୁ ଆଜି ସୋସିଆଲ ମିଡିଆରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ହଠାତ୍ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଛି ।  କୁହାଯାଉଛି ଯେ ଜ୍ୟାକଲିନଙ୍କ ମାଆଙ୍କ ଅନ୍ତିମ ସଂସ୍କାର ବ୍ୟକ୍ତିଗତ ଭାବରେ କରାଯିବ। ଯେଉଁଠାରେ କେବଳ ନିକଟତର ବନ୍ଧୁ ଏବଂ ପରିବାର ଲୋକ ଯୋଗଦେବେ। ବର୍ତ୍ତମାନ, ଜ୍ୟାକଲିନ୍ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।

୨୬ ମାର୍ଚ୍ଚରେ ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିବା IPL ସମାରୋହ (IPL 2025)ରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା ।  କିନ୍ତୁ ତାଙ୍କ ମାଆଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ଶୁଣିବା ପରେ, ସେ ମୁମ୍ବାଇ ଫେରି ଆସିଲେ ଏବଂ ପ୍ରଦର୍ଶନ କଲେ ନାହିଁ ।  ଆପଣଙ୍କୁ କହି ରଖୁଛୁ ଯେ ଯେତେବେଳେ ଅଭିନେତ୍ରୀଙ୍କ ମାଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ସହିତ କିକ୍ ରେ କାମ କରିଥିବା ସଲମାନ ଖାନ ମଧ୍ୟ ତାଙ୍କୁ ଭେଟିବାକୁ ଯାଇଥିଲେ ।

Tags: bollywoodjacklin farnadis
ShareTweetShareSend
Sanchar Live

Sanchar Live

Next Post
ଆଜି ଦ୍ବିତୀୟ ଦିନରେ ଚାଲିଛି ଲିଙ୍ଗରାଜଙ୍କ ରୁକୁଣା ରଥଟଣା

ଆଜି ଦ୍ବିତୀୟ ଦିନରେ ଚାଲିଛି ଲିଙ୍ଗରାଜଙ୍କ ରୁକୁଣା ରଥଟଣା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.