Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା

Sanchar Live by Sanchar Live
February 3, 2025
in ଭାରତ
0
ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା। ନାଭିଗେସନ୍ ସାଟେଲାଇଟ୍‌ରେ ଗତକାଲି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର 100ତମ ରକେଟ୍ ମିଶନରେ ବାଧା ଉପୁଜିଛି। ISRO ପକ୍ଷରୁ ଏହାର ୱେବସାଇଟରେ ମିଶନ୍ ରେ ତ୍ରୁଟି ନେଇ ସୂଚନା ପ୍ରଦାନ କରିଛି। କକ୍ଷପଥପରେ ସାଟେଲାଇଟକୁ ଅବସ୍ଥାନ ଲାଗି ଥ୍ରଷ୍ଟକୁ ଜ୍ଵଳନ ଲାଗି ଅକ୍ସିଡାଇଜରକୁ ପ୍ରବେଶ କରିବା ପାଇଁ ଭାଲବ୍ ଖୋଲି ନଥିଲା। ଫଳରେ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥ ସ୍ଲଟ୍‌ରେ ସ୍ଥାପନ କରିବା ଦିଗରେ କକ୍ଷପଥ ବୃଦ୍ଧି କାର୍ଯ୍ୟ କରାଯାଇପାରି ନାହିଁ। ୟୁ ଆର ରାଓ ସାଟେଲାଇଟ୍ କେନ୍ଦ୍ର ଦ୍ୱାରା ନିର୍ମିତ ଉପଗ୍ରହ NVS-୦୨ କୁ ଭାରତ ଉପରେ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯିବାର ଥିଲା। ଉପଗ୍ରହରେ ଥିବା ତରଳ ଇଞ୍ଜିନ୍ ଠିକ୍ ଭାବରେ କାର୍ଯ୍ୟ ନକରିବାରୁ ଏହାକୁ ନିର୍ଦ୍ଦିଷ୍ଟ କକ୍ଷପଥକୁ ପଠାଇବା ପ୍ରୟାସ ବିଳମ୍ବ ହେଉଛି। ଆବଶ୍ୟକ ସ୍ଥଳେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମଧ୍ୟ ହୋଇଯାଇପାରେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଗତ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-F15କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ମିସନ। ଚଳିତ ବର୍ଷ ISROର ଏହା ପ୍ରଥମ ସାଟେଲାଇଟ ଉତକ୍ଷେପଣ।

Tags: isrosatelite
ShareTweetShareSend
Sanchar Live

Sanchar Live

Next Post
ଧାନ କିଣାରେ କଟନି ଛଟନି, ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଲେ ଜିଲ୍ଲାପାଳ

ଧାନ କିଣାରେ କଟନି ଛଟନି, ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଲେ ଜିଲ୍ଲାପାଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.