Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା

Sanchar Live by Sanchar Live
November 5, 2024
in ବିଦେଶ
0
ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା । ମହାପ୍ରଭୁ ଜଗନ୍ନାଥଙ୍କ ଓଡ଼ିଆ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ ରଥଯାତ୍ରା ବାତିଲ ହୋଇଛି । ଏନେଇ ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଷଦ ସୂଚନା ଦେଇଛି । ଇସ୍କନର ଗଭର୍ଣ୍ଣିଂ ବଡ଼ି କମିସନ ସଦସ୍ୟ ଅନୁତମ ପ୍ରଭୁ ଓ ଜିସିବିର କମ୍ୟୁନିକେସନ ମିନିଷ୍ଟରଙ୍କ ଆଲୋଚନା ପରେ ଇସ୍କନ ରଥଯାତ୍ରା ବାତିଲ ନେଇ ନ୍ୟାସନାଲ କମ୍ୟୁନିକେସନ ଡାଇରେକ୍ଟର ଯୁଧିଷ୍ଟିର ଗୋବିନ୍ଦ ପ୍ରଭୁ ସୂଚନା ଦେଇଛନ୍ତି ।

ଏବେ ହ୍ୟୁଷ୍ଟନ ଇସ୍କନ କର୍ତ୍ତୃପକ୍ଷ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି କୁହାଯାଇଛି ।  ନଭେମ୍ବର ୯ ତାରିଖରେ ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତି ଚଳାଇଥିଲା ।  ଏହାକୁ ଚାରିଆଡୁ ତୀବ୍ର ବିରୋଧ ମଧ୍ୟ କରାଯାଇଥିଲା ।  ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଏହାକୁ ବାତିଲ କରିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ।  ଆଜି ପ୍ରେସ ମିଟରେ ଇସ୍କନର ରଥଯାତ୍ରା ଆୟୋଜନ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ଗଜପତି ।  ଏଥିରୁ ନିବୃତ୍ତ ନରହିଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ଗଜପତି ଦିବ୍ୟସିଂହ ଦେବ ।

Tags: honstoniscon templeratha jatra
ShareTweetShareSend
Sanchar Live

Sanchar Live

Next Post
ଆସିଲା ବାତ୍ୟା ଦାନାର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ

ଆସିଲା ବାତ୍ୟା ଦାନାର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.