Saturday, March 28, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜିଠୁ ଆରମ୍ଭ ହେବ କ୍ରିକେଟର ଲିଗ୍ ଆଇପିଏଲ୍

Sanchar Live by Sanchar Live
March 28, 2026
in କ୍ରୀଡ଼ା
0
ଆଜିଠୁ ଆରମ୍ଭ ହେବ କ୍ରିକେଟର ଲିଗ୍ ଆଇପିଏଲ୍

Oplus_131072

0
SHARES
17
VIEWS
FacebookTwitter

ଆଜିଠୁ ଆରମ୍ଭ ହେବ କ୍ରିକେଟର ଲିଗ୍ ଆଇପିଏଲ୍ । ଉଦ୍ ଘାଟନୀ ମୁକାବିଲାରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ରେ ରାତି ୭.୩୦ରେ ଖେଳାଯିବ। ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଆହତ କାରଣରୁ ଇଶାନ କିଷାନ SRH ର ନେତୃତ୍ୱ ନେଉଥିବା ବେଳେ, ରଜତ ପାଟିଦାର RCB ର ଅଧିନାୟକ ଅଛନ୍ତି । ୧୯ତମ ଆଇପିଏଲ୍ ସଂସ୍କରଣରେ ଚଳିତ ବର୍ଷ ୧୦ଟି ଦଳ ଭାଗ ନେଇଛନ୍ତି ।

ଗତ ବର୍ଷ ଜୁନ୍ ୪ ତାରିଖରେରେ ଆର୍ ସିବିର ଆଇପିଏଲ୍ ବିଜୟ ଉତ୍ସବରେ ବେଳେ ଷ୍ଟାଡିୟମ୍ ବାହାରେ ୧୧ ଜଣଙ୍କ ପ୍ରାଣହାନୀ ହୋଇଥିଲା । ଫଳରେ ଏହି ଷ୍ଟାଡିୟମ୍ ରେ ସେଠାରେ ଆଉ ମ୍ୟାଚ୍ ହୋଇ ନଥିଲା । କର୍ଣ୍ଣାଟକ ସରକାରଙ୍କ ଅନୁମତି ପରେ ଏଠାରେ ମ୍ୟାଚ୍ ଆୟୋଜନ ହେଉଛି । କିନ୍ତୁ ଏହି ୧୧ ଦିଂବଗନ୍ତଙ୍କ ସ୍ମୃତି ଉଦେଶ୍ୟରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଓ ଆର୍ ସିବି ପରିଚାଳକ ଷ୍ଟାଡିୟମ୍ ରେ ୧୧ ସିଟ୍ ଫାଙ୍କା ରଖିବାକୁ ଘୋଷଣା କରିଛନ୍ତି ।

Tags: cricketiplRcbSrh
ShareTweetShareSend
Sanchar Live

Sanchar Live

Next Post
ଟିଭି ଚ୍ୟାନେଲ୍ TRP ପାଇଁ ଆସିଲା ନୂଆ ନିୟମ

ଟିଭି ଚ୍ୟାନେଲ୍ TRP ପାଇଁ ଆସିଲା ନୂଆ ନିୟମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ନଜର ପକାନ୍ତୁ ଆସନ୍ତାକାଲି କେମିତି ରହିବ ପାଗ
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ
  • କାଳବୈଶାଖୀ ପାଇଁ ଆଲର୍ଟ ଜାରି, ଏହିସବୁ ଜିଲ୍ଲାରେ…
  • ଦଶପଲ୍ଲା ଦୁର୍ଘଟଣା : ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା
  • ଏପ୍ରିଲ ପହିଲାରୁ ବଦଳିବ ଏହିସବୁ ନିୟମ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.