ସଂଚାର ବ୍ୟୁରୋ: ଆଇପିଏଲ ମେଗା ଅକ୍ସନ । ଖେଳାଳିଙ୍କୁ କିଣିବାକୁ ବିଭିନ୍ନ ଫ୍ରାଞ୍ଚାଇଜ୍ ମଧ୍ୟରେ ହୋଇଛି ଟକ୍କର । ତେବେ ଜାଣନ୍ତୁ କେଉଁ ଖେଳାଳିଙ୍କୁ କିଏ କାହାକୁ କିଣିଛନ୍ତି ।
- ମୁମ୍ବାଇରେ ଦମ୍ ଦେଖାଇବେ ଦୀପକ ଚହର । ୯.୨୫ କୋଟିରେ କିଣିଲା ଦଳ ।
- ୧୦.୭୫ କୋଟି ଟଙ୍କାରେ ଭୁବନେଶ୍ବର କୁମାରଙ୍କୁ କିଣିଲା ଆରସିବି
- ଲକି ଫର୍ଗୁସନଙ୍କୁ ୨ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗ୍ସ
- ମୁକେଶ କୁମାରଙ୍କୁ ୮ କୋଟି ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ
- ୬.୪୦ କୋଟି ଟଙ୍କାରେ ବିକ୍ରି ହେଲେ ତୁଷାର ଦେଶପାଣ୍ଡେ । କିଣିଲା ରାଜସ୍ଥାନ ରୟାଲ୍ସ
- ମାର୍କୋ ୟାନସନଙ୍କୁ ୭ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗ୍ସ
- ଏଥର ଦେବେ କୋହଲିଙ୍କ ସାଥ୍ । କୁନାଲ ପାଣ୍ଡ୍ୟାଙ୍କୁ ୫.୭୫ କୋଟି ଟଙ୍କାରେ କିଣିଲା ଆରସିବି
- ପଞ୍ଜାବରୁ ଚେନ୍ନାଇକୁ ଫେରିଲେ ସାମ କରାନ । ୨.୪୦ କୋଟିରେ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ
- ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ ନୀତିଶ ରାଣା । ୪.୨ କୋଟିରେ କିଣାହେଲେ
- ଫାଫ୍ ଡୁପ୍ଲେସିଙ୍କୁ ୨ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ
ଅନସୋଲ୍ଡ ଖେଳାଳିଙ୍କ ତାଲିକାରେ ଆଜିଙ୍କ୍ୟା ରାହାଣେ , ମୟଙ୍କ ଅଗ୍ରଓ୍ବାଲ, ପୃଥୀ ଶ, ସାର୍ଦ୍ଧୁଲ ଠାକୁର, କେନ୍ ଓ୍ବିଲିୟମସନ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଉମେଶ ଯାଦବ, ନବୀନ ଉଲହକ, ମୁସ୍ତାଫିଜର ରହିମ, ଉମରାନ ମଲ୍ଲିକ, ମୋଇନ୍ ଅଲ୍ଲୀ, ବେନ୍ ଡକେଟ୍, ସାଇ ହୋପ, କେ.ଏସ ଭରତ ପ୍ରମୁଖ ରହିଛନ୍ତି ।