Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଭାରତରେ ଭୁଷୁଡ଼ିଲା ସେୟାର ବଜାର, ଚିନ୍ତାରେ ନିବେଶକ

Sanchar Live by Sanchar Live
August 5, 2024
in ଭାରତ
0
ଭାରତରେ ଭୁଷୁଡ଼ିଲା ସେୟାର ବଜାର, ଚିନ୍ତାରେ ନିବେଶକ
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: ଚିନ୍ତାରେ ନିବେଶକ । ଭାରତୀୟ ସେୟାର ବଜାରରେ ହଟଚମଟ । ଆମେରିକା ପାଁଇ ଭାରତରେ ଚିନ୍ତା ପଡିଛି । ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥାର ପଦଧ୍ୱନୀର ସିଧା ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି । ସପ୍ତାହର ପ୍ରଥମ ଦିନ ଭାରତୀୟ ସେୟାର ବଜାର ପାଇଁ ବ୍ଲାକ୍ ମଣ୍ଡେ ସାବ୍ୟସ୍ତ ହୋଇଛି । ବଜାର ଖୋଲିବା ସହିତ ସେୟାର ବଜାର ତାସ ପତା ଭଳି ଭୁଷୁଡ଼ି ପଡିତଲିା । ସେନସେକ୍ସ ଓ ନିଫ୍ଟି ସୂଚକାଙ୍କରେ ବ୍ୟାପକ ହ୍ରାସ ସହିତ ବଜାର ଖୋଲିଥିଲା । ସେନସେକ୍ସରେ ୧୫ଶହ ପଏଣ୍ଟ ଓ ନିଫ୍ଟିରେ ୫ଶହ ପଏଣ୍ଟ୍ ହ୍ରାସ ଆସିଥିଲା । ବଜାର ଖୋଲିବାର ମାତ୍ର କେଇ ମିନିଟ ମଧ୍ୟରେ କେବଳ ବମ୍ବେ ଷ୍ଟକ୍ ଏକ୍ସଚେଂଜରେ ସୂଚୀବଧ କମ୍ପାନୀଙ୍କ ମାର୍କେଟ୍ କ୍ୟାପରେ ୯ଲକ୍ଷ ୫୨ ହଜାର କୋଟି ଟଙ୍କା ହ୍ରାସ ହୋଇଥିଲା । ଅର୍ଥାତ ଏହି ସମୟରେ ବଜାରରେ ନିବେଶକାରୀ ୯ ଲକ୍ଷ କୋଟିରୁ ଅଧିକ ହରାଇଛନ୍ତି ।
ଖୋଲିଲା,ପଡ଼ିଲା
ସୋମବାର ବଜାର ଖୋଲିବା ସହିତ ଭୟଙ୍କର ହ୍ରାସ ପରିଲକ୍ଷିତ ହୋଇଥିଲା । BSEର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସୋମବାର ଦିନ ନିଜ ଗତ ବନ୍ଦ ତୁଳନାରେ ୧୨ଶହ କମ ଅଙ୍କ ସହ ଖୋଲିଥିଲା । ବିଏସଇ ୭୯,୭୦୦.୭୭ରେ ଖୋଲିଥିବା ବେଳେ ନିଫ୍ଟି-ଫିଫ୍ଟି ୪୨୪ ଅଙ୍କ କମରେ ଖୋଲିଥିଲା । ଏହାପୂର୍ବରୁ ଶୁକ୍ରବାର ଦିନ ଭାରତୀୟ ସେୟାର ବଜାରରେ ସୁନାମୀ ଆସିଥିଲା । ଶୁକ୍ରବାର ଦିନ ସେନସେକ୍ସ ୮୮୫ ଅଙ୍କ ହ୍ରାସ ପାଇଁ ୮୦ ହଜାର ୯୮୧.୯୫ରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି-୫୦ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ନିଫ୍ଟି ମଧ୍ୟ ୨୯୩ ଅଙ୍କ ହ୍ରାସ ସହିତ ୨୪ ହଜାର ୭୧୭.୭୦ରେ ବନ୍ଦ ହୋଇଥିଲା ।
ଆମେରିକା ବଜାରରେ ମାନ୍ଦାବସ୍ଥା,ଭାରତରେ ସୁନାମୀ
ସେୟାର ବଜାରରେ ଏଭଳି ସୁନାମୀ ଆସିବା ପଛରେ ଆମେରିକାର ମ୍ୟାନୁଫେକ୍ଚରିଂ ପିଏମଆଇ ଡାଟାରେ ଆସିଥିବା ହ୍ରାସକୁ ଦାୟୀ କରାଯାଉଛି । ଆମେରିକାରେ ଆଗରୁ ଆର୍ଥିକ ମାନ୍ଦାବସ୍ଥା ଆସୁଥିବାର ଆଶଙ୍କା କରାଯାଉଛି । ସେଠାରେ ବେକାରୀ ସଂଖ୍ୟାରେ ରେକର୍ଡ୍ ବୃଦ୍ଧି ହୋଇଛିସା । ଆଇଟି ସେକ୍ଟରରେ ଛଟେଇ ଘୋଷଣା ପରେ ସଂକଟ ଆହୁରି ଗଭିର ହୋଇଛି । ଯାହାର ପ୍ରଭାବ ଭାରତୀୟ ବଜାରରେ ସୋମବାର ଦିନ ଦେଖିବାକୁ ମିଳିଛି ।

ଯୁଦ୍ଧ ଆଉ ଗୋଟିଏ କାରଣ
ଏହା ସହିତ ବ୍ୟାଙ୍କ ଅଫ୍ ଜାପାନ ସୁଧହାରରେ ବୃଦ୍ଧି କରିବା କାରଣରୁ ଜାପାନର ସେୟାର ବଜାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଯାହାର ପ୍ରଭାବ ଭାରତ ସମେତ ବାକି ଏସୀୟ ବଜାର ଉପରେ ଦେଖିବାକୁ ମିଳିଛି । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟ ସ୍ଥିତିକୁ ଅଧିକ ଜଟିଳ କରିଛି । ସମ୍ଭାବ୍ୟ ଯୁଦ୍ଧର ପ୍ରଭାବ ଯୋଗୁ ମଧ୍ୟ ବଜାରରେ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି ବୋଲି କୁହାଯାଉଛି ।
ନିବେଶକ ହରାଇଲେ ୯.,୫୨ ଲକ୍ଷ କୋଟି ଟଙ୍କା
ବଜାରରେ ଆସିଥିବା ଏହି ବ୍ୟାପକ ହ୍ରାସ ପାଇଁ କେବଳ ବିଏସଇରେ ସୂଚୀବଧ କମ୍ପାନୀଙ୍କ ମାର୍କେଟ୍ କ୍ୟାପରେ ୯ ଲକ୍ଷ ୫୨ ହଜାର କୋଟି ଟଙ୍କା ହ୍ରାସ ହୋଇଛି । ୨ ଅଗଷ୍ଟରେ ବିଏସଇରେ ସୂଚୀବଧ କମ୍ପାନୀଙ୍କ ମୋଟ ମାର୍କେଟ୍ କ୍ୟାପ୍ ୪ ଲକ୍ଷ ୪୭ ହଜାର ୬୯୨ କୋଟି ଟଙ୍କା ଥିଲା । ବଜାର ଖୋଲିବା ସହିତ ଏହା ୪,୪୭,୬୪,୬୯୨ କୋଟି ଟଙ୍କାକୁ ଆସିଥିଲା । ଯାହାର ଅର୍ଥ ହେଉଛି ନିବେଶକ ୯ ଲକ୍ଷ ୫୨ ହଜାର ୨୫୩ କୋଟି ଟଙ୍କା ହରାଇଛନ୍ତି ।

Tags: americaindiashare market
ShareTweetShareSend
Sanchar Live

Sanchar Live

Next Post
ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଶୈବ ପୀଠରେ କାଉଡିଆଙ୍କ ଭିଡ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଶୈବ ପୀଠରେ କାଉଡିଆଙ୍କ ଭିଡ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.