Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ନାକେଦମ ହେଲାଣି ପାକିସ୍ତାନ!

Sanchar Live by Sanchar Live
May 9, 2025
in ଭାରତ
0
ନାକେଦମ ହେଲାଣି ପାକିସ୍ତାନ!
0
SHARES
73
VIEWS
FacebookTwitter

ମାତ୍ର କେଇ ଘଣ୍ଟା ମଧ୍ୟରେ ନାକେଦମ ହେଲାଣି ପାକିସ୍ତାନ । ବାହାରୁ ଭାରତ ଆଟାକ୍ କରୁଥିବା ବେଳେ ଭିତରୁ ବଲୁଚୀ ଆର୍ମି କଲାଣି ରକେଟ ମାଡ଼ । ତେଣୁ ଏବେ ପାକିସ୍ତାନର ବୁଦ୍ଧି ବଙ୍କା ହୋଇଯାଇଛି । ଭାରତର ପ୍ରଚଣ୍ଡ ଆକ୍ରମଣକୁ ପକିସ୍ତାନ ସହି ପାରୁନଥିବା ବେଳେ ବଲୁଚି ଆକ୍ରମଣ ବୋଝ ଉପରେ ନଳିତା ବିଡ଼ା ସାଜିଛି । କାରଣ ବଲୁଚିସ୍ତାନ ହେଉଛି ପାକିସ୍ତାନର ଏକ ଅଂଶ ।

ଅନ୍ୟପଟେ କୁହାଯାଉଛି ପାକିସ୍ତାନରେ ଏବେ ଗୃହ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ଭାରତ ସହ ଯୁଦ୍ଧକୁ ସାଧାରଣ ଲୋକ ବିରୋଧ କରିଛନ୍ତି । ଇମ୍ରାନ ଖାନ୍‌ଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ପାକ୍‌ ସରକାରଙ୍କ ବିରୋଧରେ ବିକ୍ଷୋଭ କଲେଣି । ଆଉ ଭାରତର ପ୍ରଚଣ୍ଡ ଆକ୍ରମଣ ଭୟରେ ପାକିସ୍ତାନ ଛାଡ଼ୁଛନ୍ତି ସେଠାକାର ନେତା ଓ ଅଫିସର । ଆଉ ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଭାରତ ଆକ୍ରମଣ କରିଥିବା ଦେଖି ପ୍ରଥମେ ସେ ବଙ୍କର ଭିତରେ ଲୁଚିଥିଲେ । ତାପରେ ସେ ଏକ ଏୟାରପୋର୍ଟରେ ନଜର ଆସିଥିଲେ । ସେ ସ୍ୱତନ୍ତ୍ର ବିମାନ ଯୋଗେ ଦେଶ ଛାଡ଼ି ଚାଲିଯାଇଛନ୍ତି । ସେହିଭଳି ବ୍ୟକ୍ତିଗତ ଏଜେଣ୍ଡରେ କାମ କରୁଥିବା ଦର୍ଶାଇ ପାକ୍‌ ସେନା ଅଧ୍ୟକ୍ଷ ଅସୀମ ମୁନିରଙ୍କୁ ସେଠାକର ସରକାର ଅଟକ ରଖିଛନ୍ତି ।

ରାତି ଗୋଟାଏ ସୁଦ୍ଧା ପାକିସ୍ତାନର ୧୦୦ ମିସାଇଲକୁ ବରବାଦ କରିସାରିଛି ଭାରତ । ରାଜସ୍ଥାନରୁ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ଏହାସହ ପାକିସ୍ତାନର ୪ ବିମାନ ଓ ୫୬ ଡ୍ରୋନ ଖସାଇ ସାରିଲାଣି ଭାରତ । ଅନ୍ୟପଟେ ୨୦୧୯ର ଏୟାର ଷ୍ଟ୍ରାଇକ୍ ସମୟରେ ପାକିସ୍ତାନ ହାତରେ ଧରାପଡ଼ିଥିଲେ ଭାରତର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ, ଏବେ ଠିକ୍ ସେମିତି ଭାରତ ହାତରେ ଧରାପଡ଼ିଛନ୍ତି ପାକିସ୍ତାନର ଜଣେ ପାଇଲଟ । ଭାରତ ସେନା ହାତରେ ପାଇଲଟ ଧରାପଡ଼ିଥିବା ନେଇ ପାକିସ୍ତାନ ସ୍ୱୀକାର ମଧ୍ୟ କରିସାରିଛି । ପାକ୍‌ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ସେନା ମୁଖ୍ୟ ଅସୀମ ମୁନିରଙ୍କ ଘର ପାଖରେ ବିସ୍ଫୋରଣ ମଧ୍ୟ କରିଛି ଭାରତ ।

Tags: indiapakistanwar
ShareTweetShareSend
Sanchar Live

Sanchar Live

Next Post
କରାଚିକୁ ଘେରିଲେ ଭାରତୀୟ ନୌସେନା

କରାଚିକୁ ଘେରିଲେ ଭାରତୀୟ ନୌସେନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.