Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଚାମ୍ପିୟନ୍ସ ଟ୍ରଫି: ଆଜି ଭାରତ- ପାକିସ୍ତାନ ମୁକାବିଲା

Sanchar Live by Sanchar Live
February 23, 2025
in କ୍ରୀଡ଼ା
0
ଚାମ୍ପିୟନ୍ସ ଟ୍ରଫି: ଆଜି ଭାରତ- ପାକିସ୍ତାନ ମୁକାବିଲା
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ଆଜି ଚାମ୍ପିଅନ୍ସ ଟ୍ରଫିରେ ହାଇ ଭୋଲଟେଜ୍ ମ୍ୟାଚ । ସୁପରସଣ୍ଡେରେ ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଆରମ୍ଭ ହେଲାଣି କାଉଣ୍ଟ ଡାଉନ । କିଏ ହାରିବ ଆଉ କିଏ ଜିତିବ, ତାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ନ୍ୟୁଜିଲାଣ୍ଡ ଠାରୁ ପ୍ରଥମ ମ୍ୟାଚ ହାରିବା ପରେ ଆଜିର ମ୍ୟାଚ ପାକିସ୍ତାନ ପାଇଁ କର ବା ମର ସ୍ଥିତି । ଭାରତ ଠାରୁ ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦାହେବ ଆୟୋଜକ ପାକ ଟିମ ।

ଏପଟେ ପାକ ବିପକ୍ଷ ମ୍ୟାଚ ଜିତିଲେ ଭାରତର ସେମି ଅଭିଯାନ ସହଜ ହେବ । ବାଂଲାଦେଶ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଦମଦାର ଫର୍ମରେ ଅଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଏପଟେ ପାକିସ୍ତାନ ଡଗଆଉଟରେ ଅନେକ ସମସ୍ୟା ରହିଛି। ଆହତ କାରଣରୁ ଦଳର ଓପନର ଫଖର ଜମାନ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବାବର ଆଜମ ଧିମା ଖେଳିବା ପାକିସ୍ତାନର ଚିନ୍ତା ବଢ଼ାଇଛି । ପାକିସ୍ତାନର ୩ ପ୍ରମୁଖ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି, ହ୍ୟାରିଶ ରୌଫ ଓ ନଶୀମ ଶାହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦିନିକିଆରେ ଉଭୟ ଦଳ ମଧ୍ୟରେ ୧୩୫ ମୁକାବିଲା ହୋଇଛି ।

ପାକ ୭୩ ଥର ଜିତିଥିବା ବେଳେ ୫୬ ଥର ବାଜି ମାରିଛି ମ୍ୟାନ ଇନ ବ୍ଲୁ । ଛଅ ମ୍ୟାଚର ରେଜଲ୍ଟ ଆସିନି । ଦିନିକିଆ ବିଶ୍ୱକପରେ ପାକିସ୍ତାନ ଏଯାଏ ଭାରତ ବିପକ୍ଷରେ କୌଣସି ମ୍ୟାଚ ଜିତି ପାରିନାହିଁ । ୮-୦ରେ ଆଗରେ ରହିଛି ଟିମ ଇଣ୍ଡିଆ । ଟି-୨୦ ବିଶ୍ୱକପରେ ପାକିସ୍ତାନ କେବଳ ଗୋଟିଏ ଥର ୨୦୨୨ରେ ଭାରତ ଠାରୁ ଜିତି ଛି। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଗଣତ କିଛି ଅଲଗା । ଚାମ୍ପିୟନ୍ସ ଟ୍ରଫିରେ ଭାରତ ତୁଳନାରେ ପାକିସ୍ତାନର ପଲ୍ଲା ଭାରୀ । ମେନ ଇନ ବ୍ଲୁ ହେଡ ଟୁ ହେଡ ମୁକାବିଲାରେ ୩-୨ରେ ଆଗରେ ଅଛି । ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।

Tags: champions trophyindiapakistan
ShareTweetShareSend
Sanchar Live

Sanchar Live

Next Post
ଦେବଗଡ଼ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ କୋଠା ହେବ ସଂଗ୍ରହାଳୟ

ଦେବଗଡ଼ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ କୋଠା ହେବ ସଂଗ୍ରହାଳୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.