Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଭାରତ ଓ ଇଂଲଣ୍ଡ ଚତୁର୍ଥ ଟ୍ବେଣ୍ଟି-୨୦

Sanchar Live by Sanchar Live
January 31, 2025
in କ୍ରୀଡ଼ା
0
ଆଜି ଭାରତ ଓ ଇଂଲଣ୍ଡ ଚତୁର୍ଥ ଟ୍ବେଣ୍ଟି-୨୦
0
SHARES
11
VIEWS
FacebookTwitter

ଆଜି ଭାରତ ଓ ଇଂଲଣ୍ଡ ଚତୁର୍ଥ ଟ୍ବେଣ୍ଟି-୨୦।  ରାତି ୭ଟାରେ ପୁନେରେ ହେବ ମହାଟକ୍କର ।  ଭାରତ ୨-୧ରେ ସିରିଜ ଆଗୁଆ ରହିଛି ।  ବିଜୟ ସହ ସିରିଜ କବଜା କରିବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି । ଫୋକସରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ସାମି ।  ତୃତୀୟ ମ୍ୟାଚରେ ବିଜୟୀ ହେବା ପରେ ଇଂଲଣ୍ଡର ମନୋବଳ ବୃଦ୍ଧି ପାଇଛି ।  ପୁନେର ଇଂଲଣ୍ଡ ଦଳ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ।  ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।  ଭାରତୀୟ ଦଳ ୨୦୨୩ ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ୍ ଠାରୁ ହାରିବା ପରଠାରୁ ଲଗାତାର ୭ଟି ଶୃଙ୍ଖଳାରେ ଅପରାଜେୟ ରହିଛି ।  ବିଶ୍ବବିଜେତା ଭାରତ ଗତ ଜୁନ୍ ରେ ବିଶ୍ବକପ୍ ଜିତିବା ପରଠାରୁ ଖେଳିଥିବା ୧୭ ମ୍ୟାଚ୍ ରୁ ୧୫ଟିରେ ବିଜୟୀ ହୋଇଛି ।

Tags: englandindiat-20
ShareTweetShareSend
Sanchar Live

Sanchar Live

Next Post
ବଜେଟ ଅଧିବେଶନ: ସଂସଦର ଉଭୟ ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ମୁର୍ମୁ

ବଜେଟ ଅଧିବେଶନ: ସଂସଦର ଉଭୟ ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ମୁର୍ମୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ
  • ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ
  • ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.