Thursday, February 26, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ!, ଖେଳିପାରନ୍ତି ରିଙ୍କୁ

Sanchar Live by Sanchar Live
February 26, 2026
in କ୍ରୀଡ଼ା
0
ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ!, ଖେଳିପାରନ୍ତି ରିଙ୍କୁ
0
SHARES
13
VIEWS
FacebookTwitter

ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ!  ଭାରତ ଜିତିଲେ ସେମିଫାଇନାଲ ଆଶା ନ ହେଲେ ବିଦା । ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ଜିମ୍ବାୱେକୁ ଭାରତ ହରାଇବାକୁ ପଡ଼ିବ । କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ପାଇଁ ଅଗ୍ନିପରୀକ୍ଷା । ପୂର୍ବରୁ ଟି-୨୦ ବିଶ୍ବକପ ଦାବିଦାର କୁହାଯାଉଥିବା ଭାରତ ସୁପର-୮ ପର୍ଯ୍ୟାୟରେ ଏକ କଷ୍ଟକର ସ୍ଥିତିରେ ପହଞ୍ଚିଛି ।

ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍ ରେ ଶୋଚନୀୟ ଭାବେ ହାରିବା ପରେ, ଆଜି ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଜିମ୍ବାୱେ ବିରୋଧରେ ଭାରତ ପାଇଁ ଏହା ଏକ ‘ମଷ୍ଟ-ଉଇନ୍’ ବା ଜିତିବା ନିହାତି ଜରୁରୀ ମ୍ୟାଚ୍ । ଭାରତ ଏବେ ଗ୍ରୁପ୍ ର ତୃତୀୟ ସ୍ଥାନରେ ଅଛି । କେବଳ ଜିତିଲେ ହେବନି, ବରଂ ବଡ଼ ବ୍ୟବଧାନରେ ଜିତି ନେଟ୍ ରନ୍ ରେଟ୍ ସୁଧାରିବାକୁ ପଡ଼ିବ ।  ଚେପକ୍ ପିଚ୍ ଏଥର ବ୍ୟାଟରଙ୍କୁ ସୁହାଇବ । ୧୭୦-୧୮୦ ରନ୍ ହେବାର ସମ୍ଭାବନା ଅଛି । ସନ୍ଧ୍ୟାରେ କାକର ପଡ଼ୁଥିବାରୁ ଟସ୍ ଜିତିବା ଦଳ ପାଇଁ ଫାଇଦା ହେବ ।

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ । ଲଗାତାର ଫ୍ଲପ୍ ହେଉଥିବା ଟପ୍-ଅର୍ଡରକୁ ନେଇ ଚିନ୍ତାରେ କୋଚ୍ ଗୌତମ ଗମ୍ଭୀର ।  ଅଭିଷେକ ଶର୍ମାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ ।  ସେହିପରି ଅକ୍ଷର ପଟେଲ ଏବଂ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚ୍ ରେ ଏକ୍ସ-ଫ୍ୟାକ୍ଟର ସାଜିପାରନ୍ତି ।  ସିକନ୍ଦର ରଜାଙ୍କ ନେତୃତ୍ୱରେ ଜିମ୍ବାୱେ ଦଳ ବଡ଼ ବଡ଼ ଦଳକୁ ହରାଇବାର କ୍ଷମତା ରଖେ ।  ସେମାନଙ୍କ ସ୍ପିନ୍ ଆକ୍ରମଣ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇପାରେ ।

 

Tags: rinku singhteamindiaZimbabwe
ShareTweetShareSend
Sanchar Live

Sanchar Live

Next Post
ସ୍କୁଲ ବସ ଭିତରେ ଛାତ୍ରୀଙ୍କୁ ଅସଦାଚରଣ

ସ୍କୁଲ ବସ ଭିତରେ ଛାତ୍ରୀଙ୍କୁ ଅସଦାଚରଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ‘ନିର୍ମଳ’ ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଗ୍ରାମୀଣ ୱାଶ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେଉଛି
  • ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି
  • ଲୋକାୟୁକ୍ତଙ୍କ ଅଫିସରେ କେମିତି ଲାଗିଲା ନିଆଁ ?
  • ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ : ମାର୍ଚ୍ଚ ୫ ଯାଏଁ ନାମାଙ୍କନ, ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର
  • ଏନକାଉଣ୍ଟରରେ ୨ ମାଓବାଦୀ ନିପାତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.