Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଆମେରିକା ବ୍ୟାନ୍ କରିପାରେ ‘Gmail’!

Sanchar Live by Sanchar Live
September 7, 2025
in ବିଦେଶ
0
ଆମେରିକା ବ୍ୟାନ୍ କରିପାରେ ‘Gmail’!
0
SHARES
38
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତ – ଆମେରିକା ସହ ସମ୍ପର୍କ ବେଶି ଖରାପ ହେଲେ ଆମେରିକା ଭାରତ ପାଇଁ ନେଇପାରେ ଏମିତି କଠୋର ନିଷ୍ପତ୍ତି । ଭାରତ ପାଇଁ ଜି ମେଲ୍ ବ୍ୟାନ୍ କରିପାରେ ଆମେରିକା । ଯାହାଦ୍ଵାରା ଅନ୍ୟ ଆପ୍ ଯେମିତିକି ଫେସବୁକ, ହ୍ଵାଟ୍‌ସପ୍ ୟୁପିଆଇ ଭଳି ଅନ୍ୟ ଆପ୍ ଗୁଡିକ ବନ୍ଦ ହୋଇଯିବ । ସୋସିଆଲ ମିଡିଆରେ ଭିଡିଓ କରି କିଛି ଏମିତି ଦାବି କରିଛନ୍ତି ଫୈଜଲ ଖାନ୍ ଓରଫ ଖାନ୍ ସାର୍ ।

ଟ୍ରମ୍ଫଙ୍କ ଟାରିଫ୍ ନୀତି ଯୋଗୁ ଭାରତ ଆମେରିକାର ସମ୍ପର୍କ ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଟ୍ରମ୍ଫ ପ୍ରଶାସନର କଠୋର ନୀତି ଏବଂ ଭାରତ ଉପରେ ପକାଉଥିବା ଚାପକୁ ଭାରତ ଦୃଢତାର ସହ ସାମ୍ନା କରୁଥିବା ବେଳେ, ଏବେ ଖାନ୍ ସାରଙ୍କର ଏକ ବୟାନ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି ।

ଭିଡିଓରେ ଖାନ୍ ସାର କହିଛନ୍ତି, ଆମେରିକା ଖୁବଶୀଘ୍ର ଗୁଗଲ୍ ଦ୍ଵାରା Gmail ସେବା ବନ୍ଦ କରିପାରେ । ଯାହାଦ୍ଵାରା ଭାରତର ମୋବାଇଲ ସେବା ଉପରେ ଗଭିର ପ୍ରଭାବ ପଡିପାରେ । ଏବଂ ଡିଜିଟାଲ ପେମେଣ୍ଟ ଆପ୍ ଉପରେ ପଡିପାରେ ବଡ ପ୍ରଭାବ । ଆମେ ଯେକୌଣସି ବି ଆପ୍ଲିକେସନ ଡାଉନଲୋଡ କରନ୍ତି, ତାହା ପ୍ଲେ ଷ୍ଟୋରରୁ କରନ୍ତି । ଆଉ ଗୁଗଲ୍ ବନ୍ଦ ହେଲେ ସିଧା ପ୍ଲୋ ଷ୍ଟୋର ହିଁ ବନ୍ଦ ହୋଇଯିବ । କହିବାକୁ ଗଲେ କେବଳ ଗୁଗଲ୍ ବନ୍ଦ ହେଲେ ଆମର ମୋବାଇଲ ସର୍ଭିସ ଏକପ୍ରକାର ବନ୍ଦ ହୋଇଯିବ ବୋଲି କହିଛନ୍ତି ଖାନ୍ ସାର । ଖାନ୍‌ ସାରଙ୍କ ଏପରି ଦାବିକୁ ଅନେକ ଲୋକ ସପୋର୍ଟ କରିଥିବା ବେଳେ ଅନେକ ଏହା ଭୁଲ ବୋଲି କହିଛନ୍ତି ।

ତେବେ ଏହି ଚର୍ଚ୍ଚା ଭିତରେ ଗ୍ରକ୍‌ ଏକ ବଡ ବୟାନ ଦେଇଛି । ଗ୍ରକ୍‌କୁ ଖାନ୍‌ସାରଙ୍କ ଦାବି ଉପରେ ପ୍ରଶ୍ନ କରାଯାଇଥିବା ବେଳେ ଗ୍ରକ୍‌ ଉତ୍ତର ଦେଇଛି , ୟୁପିଆଇ ଏବଂ NCPI ଭଳି ଆପ୍‌ ଭାରତର ଡାଟା ସେଣ୍ଟରରେ ଚାଲିଥାଏ । Gmail କିମ୍ବା ଗୁଗଲ୍ ସର୍ଭିସ ସହ ଏହାର ସିଧାସଳଖ ଲିଙ୍କ୍ ନଥାଏ । ଯଦି Gmail ବ୍ୟାନ୍ ବି ହୋଇଯାଏ, ତେବେ Paytm , BHIM ଭଳି ଆପ୍‌ ଗୁଡିକରେ କୌଣସ ପ୍ରଭାବ ପଡିବ ନାହିଁ ।

ଭାରତ ପାଖରେ ନ୍ୟାସନାଲ ପେମେଣ୍ଟ କପୋରେସନ୍ ଅଫ୍ ଇଣ୍ଡିଆ ବା NPCI ଭଳି ଡାଟା ସେଣ୍ଟର ରହିଛି । ଯେଉଁଥିରେ ଭାରତର ଟଙ୍କା ନେଣଦେଣ ପ୍ରକ୍ରିୟା ଆହୁରି ସରଳ ଆଉ ସୁରକ୍ଷିତ ହୋଇପାରିବ ।
ସେହପରି ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି, ଟ୍ରମ୍ପ କେବେବି ଜିମେଲ ବନ୍ଦ କରିପାରିବ ନାହିଁ । କାରଣ ଗୁଗଲ୍ ହେଉଛି ଏକ ପ୍ରାଇଭେଟ୍ କମ୍ପାନୀ । ଗୁଗଲ୍ ମଧ୍ୟ ନିଜର Google Payର ଡାଟା ଭାରତରେ ହିଁ ଷ୍ଟୋର କରିଥାଏ । ଏବଂ ଭାରତ ଉପରେ ଜିମେଲ ବନ୍ଦ କରିବାର ଅଧିକାର କେବଳ ଆଉ କେବଳ ଭାରତ ପାଖରେ ଅଛି ।

Tags: americagmail
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.