Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

୩୭ ବର୍ଷର ବୈବାହିକ ଜୀବନରେ ପଡିପାରେ ପୂର୍ଣ୍ଣଛେଦ!

Sanchar Live by Sanchar Live
February 25, 2025
in ମନୋରଞ୍ଜନ
0
୩୭ ବର୍ଷର ବୈବାହିକ ଜୀବନରେ ପଡିପାରେ ପୂର୍ଣ୍ଣଛେଦ!

Oplus_131072

0
SHARES
65
VIEWS
FacebookTwitter

ମୁମ୍ବାଇ: ବଲିଉଡ ଜଗତରୁ ଆସିଛି ବଡ ଖବର । ଭେଟେରାନ ଅଭିନେତା ଗୋବିନ୍ଦା ନିଜ ପତ୍ନୀ ସୁନିତାଙ୍କଠୁ ଛାଡପତ୍ର ନେଉଥିବା ଖବର ପ୍ରକାଶ ପାଇଛି । ଏହି ସୂଚନା ସାମ୍ନାକୁ ଆସିବା ପରେ ବଲିଉଡ ଓ ଗୋବିନ୍ଦାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚହଳ ପକାଇଛି । ଏହାକୁ ସହଜରେ ସିନେ ପ୍ରେମୀ ଗ୍ରହଣ କରି ପାରୁ ନାହାନ୍ତି ।

ଗୋବିନ୍ଦାଙ୍କ ପାରିବାରିକ ଜୀବନ ସଂପ୍ରତି ଠିକ୍ ଚାଲିନି । ପତ୍ନୀଙ୍କ ସହ ତାଙ୍କର ସଂପର୍କ ଠିକ୍ ନ ଥିବା ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲା । ସଦ୍ୟତମ ଖବର ଅନୁଯାୟୀ, ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଉଭୟ ନିଜର ୩୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି । ସୁନିତା ବିଗତ ଦିନରେ ଅନେକ ସାକ୍ଷାତକାରରେ କହି ସାରିଛନ୍ତି ଯେ, ତାଙ୍କ ସହ ଆଉ ଗୋବିନ୍ଦା ରହୁ ନାହାନ୍ତି ।

ଏହି ଚର୍ଚ୍ଚା ହେଉଛି ଯେ, ଗୋବିନ୍ଦା ଓ ସୁନିତା ଅଲଗା  ହେବାର କାରଣ ଜଣେ ୩୦ ବର୍ଷୀୟ ମରାଠି ଅଭିନେତ୍ରୀ । ତେବେ ଏହା ଉପରେ ଗୋବିନ୍ଦା କିମ୍ବା ସୁନିତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ ।

ଗୋବିନ୍ଦା ଓ ସୁନିତାଙ୍କ ପାରିବାରିକ ଜୀବନ ଅନେକ ଉତଥାନ ପତନ ଦେଇ ଗତି କରିଛି । କିନ୍ତୁ ଏବେ ଦୁହେଁ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି । ଗୋବିନ୍ଦାଙ୍କ ପତ୍ନୀ ସୁନିତା ନିଜର ବିନ୍ଦାସ ସ୍ୱଭାବ ପାଇଁ ପରିଚିତ । କିଛି ଦିନ ପୂର୍ବେ ଯେବେ ଗୋବିନ୍ଦାଙ୍କୁ ଗୁଳି ବାଜିଥିଲା, ସେହି ସମୟରେ ଜଣା ପଡିଥିଲା ଯେ, ସେ ଆଉ ସୁନିତାଙ୍କ ସହ ରହୁ ନାହାନ୍ତି । ଏହା ପରଠୁ ଉଭୟଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏସବୁର କାରଣ ଜଣେ ୩୦ ବର୍ଷୀୟ ମରାଠି ଅଭିନେତ୍ରୀ । ଗୋବିନ୍ଦା ଏହି ମରାଠି ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବା ଖବର ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ୧୯୮୭ ମାର୍ଚ୍ଚ ୧୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଗୋବିନ୍ଦା ଓ ସୁନିତା । ସେହି ସମୟରେ ସୁନିତା ବହୁତ ଛୋଟ ଥିଲେ । ଉଭୟଙ୍କ ଗୋଟିଏ ପୁଅ ଓ ଝିଆ ଅଛନ୍ତି । ଏବେ ସୁନିତା ପୁଅ ଯଶବର୍ଦ୍ଧନ ଓ ଝିଅ ଟିନାଙ୍କ ସହ ରହୁଛନ୍ତି । ଗୋବିନ୍ଦା ନିଜ ପତ୍ନୀ ଓ ପିଲାଙ୍କଠୁ ଅଲଗା ରହୁଛନ୍ତି । ତେବେ ଏହା ଦେଖିବା ବାକି ରହିଲା ଯେ, ବାସ୍ତବରେ ଦୁହେଁ ଛାଡପତ୍ର ନେଉଛନ୍ତି ନା ଏହି ଖବର କେବଳ ମାତ୍ର ଏକ ଗୁଜବ ।

 

Tags: bollywooddivorceGobindasunita
ShareTweetShareSend
Sanchar Live

Sanchar Live

Next Post
ଚୋରି କରିବାକୁ ଆସି କୂଅରେ ପଡିଲା ଚୋର, ରାତି ସାରା..

ଚୋରି କରିବାକୁ ଆସି କୂଅରେ ପଡିଲା ଚୋର, ରାତି ସାରା..

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.