Monday, April 6, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ପାକିସ୍ତାନର ଦାବିକୁ ମାନିଲାନି ICC, ଭାରତ ବିପକ୍ଷରେ ଖେଳିବ ମ୍ୟାଚ

Sanchar Live by Sanchar Live
February 9, 2026
in କ୍ରୀଡ଼ା
0
ପାକିସ୍ତାନର ଦାବିକୁ ମାନିଲାନି ICC, ଭାରତ ବିପକ୍ଷରେ ଖେଳିବ ମ୍ୟାଚ
0
SHARES
9
VIEWS
FacebookTwitter

ପାକିସ୍ତାନକୁ ଝଟକା । ଆଇସିସି ଆଗରେ ରଖିଥିବା ଦାବିକୁ ଶୁଣିଲାନି । ପାକିସ୍ତାନକୁ ଗୋଟିଏ ଦିନର ଅଲ୍ଟିମେଟ ଦେଇଛି ଆଇସିସି । ଟି-୨୦ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନ ମ୍ୟାଚ ଖେଳିବା ପୂର୍ବରୁ ଆଇସିସି ଆଗରେ କିଛି ସର୍ତ୍ତ ରଖିଥିଲା । ଯାହାକୁ ସିଧା ସିଧା ମନା କରିଦେଇଛି । ତେବେ ବାଂଲାଦେଶକୁ ଏକ ପ୍ରକାର ଆଶ୍ବସ୍ତି ମିଳିଛି । ବାଂଲାଦେଶ ଆଇସିସିର ରାଜସ୍ବ ନାର୍ଯ୍ୟ ଅଂଶ ପାଇବା ଜାରି ରଖିବ । ଗତବର୍ଷ ହିଂସା ପାଇଁ ବାଲାଂଦେଶ ମହିଳା ଟି-୨୦ ବିଶ୍ବକପ ଆୟୋଜନରୁ ବଞ୍ଚିତ ହୋଇଥିଲା । ଏଥିପାଇଁ ବାଂଲାଦେଶକୁ ଆର୍ଥିକ କ୍ଷତିପୂରଣ ସ୍ବରୁପ ୧୯ ବର୍ଷରୁ କମ୍ ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଦେବ ।

ସେପଟେ ଭାରତ ବିପକ୍ଷ ମ୍ୟାଚକୁ ପାକିସ୍ତାନ ବର୍ଜନ କରିବା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ବୈଠକ ହୋଇଛି । ଯେଉଁଥିରେ ପାକିସ୍ତାନକୁ ଗୋଟିଏ ଦିନର ମହଲତ ଦେଇଛି ଆଇସିସି । ନକଭିଙ୍କ ସହ ଆଲୋଚନା ପରେ ସେ କହିଛନ୍ତି କି, ସରକାରଙ୍କ ଆଲୋଚନା ପରେ ଜଣାଇବେ । ବୁଧବାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବ ଆଇସିସି ।

ପାକିସ୍ତାନର କେଉଁ ଦାବି ପ୍ରତ୍ୟାଖ୍ୟାନ ହେଲା ?

୧- ଆଇସିସି ପୁଣିଥରେ ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ସିରିଜ୍ ଖେଳିବାକୁ ଅନୁମତି ଦିଅନ୍ତୁ । ପାକିସ୍ତାନ ଏହି ଦାବି ରଖିଥିଲା ଯାହାକୁ ଆଇସିସି ମନା କରି ଦେଇଛନ୍ତି ।

୨- ଭାରତ-ପାକିସ୍ତାନ-ବାଂଲାଦେଶ ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳାଯିବାକୁ ପ୍ରସ୍ତାବ ଦେଇଥିଲା ପାକିସ୍ତାନ । ଏହାକୁ ମଧ୍ୟ ଆଇସିସି ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି ।

୩- ଭାରତ ବାଂଲାଦେଶ ଗସ୍ତ ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା । ଯାହାକୁ ନେଇ ଆଇସିସି କହିଛନ୍ତି କି, କୌଣସି ଦେଶକୁ ଅନ୍ୟ ଦେଶ ଗସ୍ତ କରିବାକୁ ବାଧ୍ୟ କରିବା ପାଇଁ ଆଇସିସିର ନିୟମ ନାହିଁ । ଏହା କ୍ରିକେଟ ବୋର୍ଡ ଏବଂ ସରକାର ନିଷ୍ପତ୍ତି ନେବେ ।

ସେପଟେ ଆସନ୍ତା ୧୫ ତାରିଖରେ କଲୋମ୍ବୋରେ ଅନୁଷ୍ଠିତ ହେବାକୁ ରହିଛି ପାକିସ୍ତାନ-ଭାରତ ମ୍ୟାଚ୍ । ଟି-୨୦ ବିଶ୍ବକପର ଲିଗ୍ ପର୍ଯ୍ୟାୟରେ ଭେଟାଭେଟି ହେବେ। ମାତ୍ର ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ପରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିଛି ପାକିସ୍ତାନ । ଏବେ କିଛି ଦାବି ରଖିଥିବା ଆଇସିସି ଏହାକୁ ସିଧାସିଧା ମନା କରି ଦେଇଛି । ତେବେ ପାକିସ୍ତାନକୁ ଆଇସିସି ଗୋଟିଏ ଦିନର ଅଲ୍ଟିମେଟ ଦେଇଥିବାବେଳେ କଣ ନିଷ୍ପତ୍ତି ନେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।

Tags: cricketiccpakistan
ShareTweetShareSend
Sanchar Live

Sanchar Live

Next Post
ଘରୁ ବାହାରିବା ପୂର୍ବରୁ ପଢ଼ି ନିଅନ୍ତୁ ଆଜିର ରାଶିଫଳ

ଘରୁ ବାହାରିବା ପୂର୍ବରୁ ପଢ଼ି ନିଅନ୍ତୁ ଆଜିର ରାଶିଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୁଣି ଓପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ
  • ସ୍ବତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା
  • ଦୁର୍ଘଟଣାରେ ଚାଲିଗଲା ୩ ଜୀବନ
  • ସୁନାପ୍ରେମୀଙ୍କ ପାଇଁ ଖୁସି ଖବର : କମିଲା ଦାମ
  • ବିରୋଧ ପରେ ୟୁ ଟର୍ଣ୍ଣ କଲେ ଯୋଗାଣ ମନ୍ତ୍ରୀ, କହିଲେ ଏମାନେ ନେଇପାରିବେ ୫ କେଜି ଗ୍ୟାସ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.