Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସ୍ବାମୀ

Sanchar Live by Sanchar Live
October 20, 2024
in ଅପରାଧ
0
ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ
0
SHARES
24
VIEWS
FacebookTwitter

ସଂଚାର ବ୍ୟୁରୋ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟା କରିବା ପରେ ପୋଖରୀରେ ଭିଙ୍ଗି ଦେଲା। କୁନ୍ଦେଇ ଥାନା ଅଧୀନରେ ଥିବା ଖିଲୋଲି ଗ୍ରାମରେ ଏହି ଘଟଣା ଘଟିଛି। ପୋଲିସ ମୃତଦେହ ଉଦ୍ଧାର କରିବା ସହ ସ୍ବାମୀକୁ ଗିରଫ କରିଛି । ମୃତ ମହିଳା ଜଣକ ହେଲେ ରଜନ ବାଇ ଗଣ୍ଡ । କୁନ୍ଦେଇ ପଞ୍ଚାୟତର ଖିଲୋଲି ଗ୍ରାମର ମହାଂଗୁ ଗଣ୍ଡ ସବୁବେଳେ ତାଙ୍କ ସ୍ତ୍ରୀ ଉପରେ ସନ୍ଦେହ କରିଆସୁଥିଲା । ୧୬ ତାରିଖ ଦିନ ସନ୍ଦେହ ଚରମ ସୀମାରେ ପହଞ୍ଚିଥିଲା । ଉଭୟେ ସ୍ୱାମୀ ମହାଂଗୁ ଏବଂ ସ୍ତ୍ରୀ ରଜନ ବାଇ ଗଣ୍ଡ ଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଶେଷରେ ମହାଂଗୁ ସ୍ତ୍ରୀ ରଜନ ବାଇଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେବ କହି ସାଥୀରେ ନେଇ ଯାଇଥିଲା।

ବାପ ଘରକୁ ଯିବା ସମୟରେ ସୀମରଡ଼ିହି ଓ ଖିଲୋଲି ରାସ୍ତା ମଝିରେ ନିଛାଟିଆ ଜଙ୍ଗଲ ରାସ୍ତାରେ ରଜନ ବାଇର ତଣ୍ଟି ଚିପି ମାରିଦେଇଥିଲା ମହାଂଗୁ । ଏହି ଘଟଣାକୁ ଲୁଚାଇବାକୁ ଯୋଜନା ପ୍ରସ୍ତୁତ କରି ଘରକୁ ଆସି ସାଇକଲ ନେଇ ଥିଲା । ସେହି ସାଇକେଲରେ ରଜନ ମରଶରୀରକୁ ଲଦି ଏକ ଟ୍ୟୁବ ରେ ବାନ୍ଧି କିଛି ଦୂରରେ ଥିବା ସୀମରଡ଼ିହି ପୋଖରୀରେ ପଥର ବାନ୍ଧି ଫୋପାଡ଼ି ଦେଇଥିଲା । ୧୮ ତାରିଖ ଦିନ ସେହି ଗ୍ରାମର କିଛି ଗାଈ ଚାରାଳୀ ପୋଖରୀ ନିକଟରେ ଗାଈ ଚରାଇବା ସମୟରେ ଦେଖିବାକୁ ପାଇଥିଲେ ପୋଖରୀରେ ଏକ ମୃତଦେହ ଭାସୁଛି । ଏହି କଥା ସୀମରଡ଼ିହି ଗ୍ରାମରେ ଯାଇ ଜଣାଇଥିଲେ । ଗ୍ରାମବାସୀ ମୃତଦେହ ଚିହ୍ନଟ କରିଥିଲେ।

Tags: crimeodisha
ShareTweetShareSend
Sanchar Live

Sanchar Live

Next Post
୨୩ରେ ବାତ୍ୟା !

ଆସୁଛି ବାତ୍ୟା ‘ଦାନା', ଜାଣନ୍ତୁ କେଉଁ ଜିଲ୍ଲାରେ ହେବ ଅଧିକ ବର୍ଷା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.