ସଂଚାର ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି। ସ୍ବାମୀର ନିସ୍ତୁକ ମାଡ଼ରେ ସ୍ତ୍ରୀ ମୃତ । ବାରିପଦା ଟାଉନ ଥାନା ୧୨ ନମ୍ବର ଓ୍ବାର୍ଡର ପ୍ରଫୁଲ୍ଲ ନଗର ଡୁଟୁସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ହେଲେ ଯମୁନା ସିଂ। ଏନେଇ ଯମୁନାଙ୍କ ପରିବାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୁକ୍ତ ସୁନା ସିଂ ଫେରାର ଥିବା ଜଣାପଡ଼ିଛି।
© 2024 Sanchar News