Tuesday, March 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି?

Sanchar Live by Sanchar Live
September 8, 2025
in ଜୀବନ ଶୈଳୀ
0
ନଜର ପକାନ୍ତୁ ଆଜିର ରାଶିଫଳ ଉପରେ..
0
SHARES
158
VIEWS
FacebookTwitter

ମେଷ:-କାମରେ କରି ଆସୁଥିବା କଠିନ ପରିଶ୍ରମ ଫଳଦାୟୀ ହେବ ।  ସ୍ଥଗିତ ଥିବା କାମ ନିଜ ଲୋକଙ୍କ ମାଧ୍ୟମରେ ପୂରା ହେବ। ଶତ୍ରୁନାଶ ହେବ । ପ୍ରେମ ଜୀବନ ଭଲ ରହିବ ।ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧୀୟ ଶୁଭ ଖବର ପାଇବେ।

ବୃଷ:- କାମରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ:-କୌଣସି ପ୍ରଶ୍ନର ଉତ୍ତର ପାଇଯିବେ। ବ୍ୟବସାୟୀ ନିଜ ଯୋଜନା ଗୁପ୍ତ ରଖନ୍ତୁ ସଫଳତା ମିଳିବ । କୌଣସି କାମରେ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧୀୟ ଶୁଭ ଖବର ପାଇବେ।

କର୍କଟ:-ଜୀବନସାଥୀଙ୍କ ଆପଣଙ୍କ ମନ ପ୍ରସନ୍ନ ହୋଇଯିବ। ଧନଲାଭର ଯୋଗ ଅଛି। ବ୍ୟବସାୟରେ ଲାଭ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିଛି ।

ସିଂହ:- ଆପଣଙ୍କ କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ । କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଘରକୁ ଆସି ପାରନ୍ତି। ବନ୍ଧୁ ସହିତ ଯିବାକୁ ଥିବା ଭ୍ରମଣର ଯୋଜନା ବାତିଲ ହେବ ।

କନ୍ୟା:-ବୁଦ୍ଧିମତ୍ତାରେ କାମ କରନ୍ତୁ ଯଥେଷ୍ଟ ଲାଭ ପାଇବେ। କାମ ପ୍ରତି ସଚେତ ରୁହନ୍ତୁ । ବନ୍ଧୁଙ୍କ ସାହାଯ୍ୟ ପାଇବେ। ବେପାରରେ ଉନ୍ନତି ହେବ।

ତୁଳା:-ଆଖପାଖର ଲୋକ ଆପଣଙ୍କ ଉପରେ ଖୁସି ରହିବେ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଶତ୍ରୁ ପରାସ୍ତ ହୋଇପାରନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଆର୍ଥିକ ଲାଭ ହେବ ।

ବିଛା:-ମନ ଆଧ୍ୟାତ୍ମିକରେ ଲାଗି ରହିବ। ଜମି ସଂପର୍କିତ ବଡ଼ ମାମଲା ସମାଧାନ ହୋଇଯିବ। ଆପଣଙ୍କର ମାନ ସମ୍ମାନ ବଢ଼ିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ଧନୁ:-କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। କଠିନ ପରିଶ୍ରମ କରନ୍ତୁ । କଲେଜ ବନ୍ଧୁ ସହିତ ହସ ମଜାକ କରିବେ। ନିଜର ବିବାହ ସମ୍ବନ୍ଧରେ ଘର ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇବେ।

ମକର:- ଉନ୍ନତି ପାଇଁ ନୂଆ ମାର୍ଗ ପାଇବେ । ମହିଳା ଜୀବନସାଥୀ ଠାରୁ ଉପହାର ପାଇବେ। ବଦଳି ପାଇଁ କରିଥିବା ଆବେଦନ ସ୍ବୀକାର ହେବ। ସ୍ବାସ୍ଥ୍ୟରେ ସୁଧାର ଦେଖାଦେବ ।

କୁମ୍ଭ:- ଅଚାନକ ଧନଲାଭ ଯୋଗୁଁ ଆର୍ଥିକ ପକ୍ଷ ସୁଦୃଢ଼ ହେବ। ଧୈର୍ଯ୍ୟଧରି ରୁହନ୍ତୁ, ସମୟ ସହିତ ଚାଲନ୍ତୁ। ଅସୁବିଧାକୁ ଦ୍ରୁତଗତିରେ ମୁକାବିଲା କରିବେ। ଜୀବନସାଥୀଠାରୁ ସାହାଯ୍ୟ ପାଇବେ ।

ମୀନ:- ନୂଆ ବେପାରରେ ବାପା ମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ । ବେପାରରେ ଧନଲାଭ ଯୋଗ ଅଛି। ଭାଗୀଦାରିରେ କାରବାର କରିବା ଲଗି ଦିନଟି ଭଲ। ଘରେ ସୁଖ ସୁବିଧା ବୃଦ୍ଧି ହେବ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.