Sunday, June 22, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ ଆଜିର ଦିନ ଆପଣଙ୍କ ପାଇଁ କିପରି କଟିବ

Sanchar Live by Sanchar Live
January 19, 2025
in ଜୀବନ ଶୈଳୀ
0
ଜାଣନ୍ତୁ ଆଜିର ଦିନ ଆପଣଙ୍କ ପାଇଁ କିପରି କଟିବ
0
SHARES
22
VIEWS
FacebookTwitter

ମେଷ : ସାହାଯ୍ୟକାରୀ ମନୋଭାବ ଓ ସହୃଦୟତା ହେତୁ ଅଧସ୍ତନ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହେବେ । ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିପାରେ । ମାଲିମକଦ୍ଦମା, ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ ।

ବୃଷ : ଆଜି ଅର୍ଥ, ସମ୍ମାନ ଓ ପ୍ରତିଷ୍ଠାର୍ଜନ ବଢିବ । ବିରୋଧ କରୁଥିବା ବ୍ୟକ୍ତି ନୀରବ ସମର୍ଥନ ଦେଇ କାମରେ ସାହାଯ୍ୟ କରିବେ । ବନ୍ଧୁଙ୍କ ପରାମର୍ଶରେ କର୍ମାରମ୍ଭ ସକାଶେ ପୁଞ୍ଜିବିନିଯୋଗ କରିପାରନ୍ତିି । କଳା, ସାହିତ୍ୟ, ସଙ୍ଗୀତ, ସଭାସମିତି ଓ ସଂଗଠନ କ୍ଷେତ୍ରରେ ପ୍ରଶଂସିତ ହେବେ ।

ମିଥୁନ : ଆଜି ଭ୍ରାତୃ ସମ୍ପର୍କ ଦୃଢ଼ ରହିବ । ପରିବାରରେ ଶାନ୍ତି ଅବ୍ୟାହତ ରହିବ । ସବୁ କଥାରେ ନରମିଗଲେ ସୁଫଳ ପାଇବେ । ପ୍ରକୃତ ଘଟଣା ନ ବୁଝି ପଡୋଶୀ କିମ୍ବା ସହକର୍ମୀ ମିଥ୍ୟାରୋପ ଲଗାଇ ପାରନ୍ତି । ବନ୍ଧୁ ପରିଜନଙ୍କ ସହିତ କୌଣସି ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି ।

କର୍କଟ : ଆଜି ଯେଉଁ ନିଷ୍ପତ୍ତି ନେବେ ସେଥିରେ ସଫଳତା ନିଶ୍ଚିତ ମିଳିବ । କିନ୍ତୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ହଠାତ୍‌ ନିଜର ମତ ବଦଳାଇ ଅସହଯୋଗ କରିପାରନ୍ତି । ପୂର୍ବନିର୍ଦ୍ଧାରିତ ପ୍ରକାରେ ଘରେ ବନ୍ଧୁ ମିଳନ ସାଙ୍ଗକୁ ଆମୋଦ ପ୍ରମୋଦର ସୁଅ ଛୁଟିବ । କର୍ମ କ୍ଷେତ୍ରର ଅସ୍ବାଭାବିକ ପରିସ୍ଥିତି କ୍ରମଶଃ ବଦଳି ଯିବାର ସମ୍ଭାବନା ରହିଛି ।

ସିଂହ : ଭାଇ, ବନ୍ଧୁ କିମ୍ବା ପଡୋଶୀଙ୍କ ସହ ମତପାର୍ଥକ୍ୟ ହୋଇପାରେ । ନିଜ ଲୋକ ପଛରେ ବହୁତ କଥା କହୁଥିବା ଶୁଣି ଖରାପ ଲାଗିପାରେ । ଆଇନର ସହାୟତା ପାଇବେ ଓ ମାଲିମକଦ୍ଦମାରେ ରାୟ ସପକ୍ଷରେ ଯିବାର ସୂଚନା ରହିଛି । ବ୍ୟବସାୟିକ ସ୍ଥିତି, ଯାତ୍ରା, ପ୍ରଶାସନ ଓ ଆନୁଷ୍ଠାନିକ କାମ ପାଇଁ ଦିନଟି ଭଲ ।

କନ୍ୟା : ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିପାରନ୍ତି । ଆପଣଙ୍କ ବିଜୟ ଲାଭ ଅବଶ୍ୟମ୍ଭାବୀ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ । ବାଣିଜ୍ୟ, ପରିବହନ, ହୋଟେଲ, ରେଷ୍ଟୁରାଣ୍ଟ ପ୍ରଭୃତିରୁ ଲାଭବାନ୍‌ ହୋଇପାରନ୍ତି ।

ତୁଳା : ବନ୍ଧୁମିଳନ ସାଙ୍ଗକୁ ଆପଣଙ୍କ ସୁଚିନ୍ତିତ ବିଚାର, ପ୍ରଶଂସା ଓ ପ୍ରତିଷ୍ଠା ଆଣିବାରେ ସହାୟକ ହେବ । ସମସ୍ୟା ରହିଲେ ମଧ୍ୟ ଦୁଃସ୍ଥିତି ସୁଧୁରି ଯିବ, ଯାହାର ଝଲକ ଆଜି ପାଇଯିବେ । କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ । ଯେଉଁ ବିବାଦ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

ବିଛା : ଯାତ୍ରା, ବାଣିଜ୍ୟ, ବନ୍ଧୁଙ୍କ ସହଯୋଗ ଲାଭ ସହ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ । ନୀରବତା ଅନ୍ତର୍ଦ୍ୱନ୍ଦ୍ୱର କାରଣ ହେଲେ ମଧ୍ୟ ସମସ୍ୟା ସମାଧାନର ମାଧ୍ୟମ ହେବ । ସମ୍ପର୍କୀୟଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି । ପିଲାଙ୍କ ସ୍ବାସ୍ଥ୍ୟହାନି, ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ ।

ଧନୁ : କର୍ମକ୍ଷେତ୍ରରେ ଆପଣ ଯୁକ୍ତିଯୁକ୍ତ କଥା କହି, ଅର୍ଥ ଓ ସମ୍ମାନ ଲାଭ କରିବାରେ ସଫଳ ହେବେ । ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ କମିଯିବ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ ।

ମକର : ସବୁ ସୁବିଧା ଥିଲେ ମଧ୍ୟ କୌଣସି ଜିନିଷ ହାତମୁଠାରୁ ଖସି ଯାଇପାରେ । ଆପଣଙ୍କ କୃତିତ୍ୱ ଲୋକ ପ୍ରିୟତାକୁ ବୃଦ୍ଧି କରିବା ଦିଗରୁ ଊଣା ହେବନାହିଁ । ନୂତନ କାମର ପରିକଳ୍ପନା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତା କରିପାରନ୍ତି । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।

କୁମ୍ଭ : ଯେମିତି ମନକୁ ଆସୁଛି ସେମିତି କରି ଚାଲନ୍ତୁ କିଛି ଅସୁବିଧା ହେବନାହିଁ । ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଆଜି ଆପଣଙ୍କ କଥା ଓ କାମରେ ସମସ୍ତଙ୍କୁ ଖୁସି କରାଇବାରେ ସମର୍ଥ ହେବେ । ଦିନ ଭିତରେ ଅର୍ଥଲାଭ, ସମ୍ମାନ, ବନ୍ଧୁତ୍ୱଲାଭ ହେବ ।

ମୀନ : ମନକଥା ମନରେ ରଖି ଉପରେ ହସିବାର ଅଭିନୟ କରିବାକୁ ପଡିପାରେ । ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବ । ଏଣେ ଅଫିସ୍‌ରେ ମଧ୍ୟ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିବାର ଆଶଙ୍କା ରହିଛି । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରିବା ଦ୍ୱାରା ସମାଲୋଚିତ ହୋଇପାରନ୍ତି ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବଢୁଛି ସୁବର୍ଣ୍ଣରେଖା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା
  • ଆଜି ଏହିସବୁ ରାଶିର ଲୋକଙ୍କୁ କର୍ମକ୍ଷେତ୍ରରେ ମିଳିବ ଖୁସି ଖବର
  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.