Thursday, July 17, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି ?

Sanchar Live by Sanchar Live
July 17, 2025
in ଜୀବନ ଶୈଳୀ
0
ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ
0
SHARES
271
VIEWS
FacebookTwitter

ମେଷ: ସାମାଜିକ କର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଅଫିସରେ ସମସ୍ତଙ୍କ ସହିତ ସଂପର୍କ ଭଲ ରହିବ । ମହିଳା ଖୁସି ଖବର ପାଇବେ । ଆପଣଙ୍କ ମନର ଇଚ୍ଛା ଜୀବନସାଥୀ ପୂରା କରିବାକୁ ଚେଷ୍ଟା କରିବେ ।

ବୃଷ: ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ମିଥୁନ: ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଅବସର ପାଇବେ। ବନ୍ଧୁ ପୂର୍ଣ୍ଣରୂପେ ସହଯୋଗ କରିବେ। ଅଫିସରେ ଏକ ସମୟରେ ଅନେକ କାମ କାମ ସମ୍ଭାଳିବାକୁ ହେବ। ଜୀବନସାଥୀଙ୍କୁ ଅଳଙ୍କାର ଉପହାର ଦେବେ।

କର୍କଟ: କୌଣସି କାମ ଆରମ୍ଭ କରିବା ଯୋଗୁଁ ପରିବାରର ସବୁ ଲୋକ ଖୁସି ରହିବେ। ଅଫିସ କାମରେ ସହକର୍ମୀଙ୍କ ସହଯୋଗ ପାଇବେ। ଅଚାନକ ଧନଲାଭ ହେବ। ସନ୍ଧ୍ୟାରେ ପିଲା ସହିତ ଉଦ୍ୟାନକୁ ବୁଲି ଯିବେ।

ସିଂହ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଆର୍ଥିକ ମାମଲାରେ ନଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଶତ୍ରୁପକ୍ଷ ଦୂରତ୍ବ ବଜାୟ ରହିବେ। ଚାକିରିରେ ଲାଭ ପ୍ରାପ୍ତି ହେବ। ସନ୍ଧ୍ୟାରେ ବନ୍ଧୁ ସହିତ ସମୟ କଟିବ।

କନ୍ୟା: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ। କାମରେ ବୟୋଜ୍ୟେଷ୍ଠଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ସମାଜସେବା ସଂସ୍ଥାର ସହାୟତା କରିବାର ମଉକା ପାଇବେ।

ତୁଳା: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ରୋଜଗାର ସଂପର୍କରେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ। ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହିତ ମିଶିବା ଘରକୁ ଆସିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ଅଫିସ କାମରେ ପ୍ରଶଂସା ପାଇବେ। ପଦୋନ୍ନତି ଯୋଗ ଅଛି। ଆର୍ଥିକ ସ୍ଥିତି ମଜଭୁତ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ସ୍ବାସ୍ଥ୍ୟରେ ସୁଧାର ହେବ।

ଧନୁ: ଅନ୍ୟମାନଙ୍କର ଅଧିକ ଆଲୋଚନା କଲେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ହେବ। ଔଷଧ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ପ୍ରତିଟି କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ର ଲାଗି ଦିନଟି ଭଲ।

ମକର: ନିତିଦିନିଆ କାର୍ଯ୍ୟସୂଚୀର ପରିବର୍ତ୍ତନ କରିବେ। କ୍ୟାରିୟରରେ ସଫଳତା ପାଇବେ। ଅଫିସରେ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ନବୀନତା ଆସିବ।

କୁମ୍ଭ: କାମ ପ୍ରତି ଅଧିକ ସକ୍ରିୟ ରହିବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ଅସହାୟଙ୍କୁ ସହାୟତା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ। କୃଷିଜୀବୀଙ୍କ ଧନଲାଭ ହେବ।

ମୀନ: ଆର୍ଥିକ ମାମଲାରେ ସତର୍କ ରହନ୍ତୁ। ଖୁସି ମିଜାଜ ବ୍ୟବହାର ଲୋକଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିବ। ପାରିବାରିକ ଦାୟିତ୍ବ ବଢ଼ିବ। ଚାକିରି ବଦଳାଇବା ପାଇଁ ଭାବିବେ। କଳା ଛାତ୍ରୀଙ୍କ ଲାଗି ଦିନଟି ଭଲ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ

ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ
  • ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି ?
  • ବର୍ଷାଋତୁରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଭୁଲରେ ବି ଖାଆନ୍ତୁନି ଏହି ପରିବା
  • ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.