Sunday, June 22, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଏହି ରାଶିଙ୍କ ଭାଗ୍ୟରେ ରହିଛି ଖୁସି ଖବର

Sanchar Live by Sanchar Live
April 11, 2025
in ଜୀବନ ଶୈଳୀ
0
ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ
0
SHARES
57
VIEWS
FacebookTwitter

ମେଷ: କୌଣସି ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ବାହାର କାମରେ ଯିବା ପାଇଁ ଯୋଜନା କରି ପାରନ୍ତି। ଘରକୁ କୌଣସି ବନ୍ଧୁ ଆସି ପାରନ୍ତି। ବୈବାହିକ ଜୀବନ ଆନନ୍ଦମୟ ହେବ। ‌

ବୃଷ: ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ନିତିଦିନିଆ କାମରେ ଆପଣଙ୍କୁ ପୂରା ସଫଳତା ମିଳିବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ। ଗବେଷଣା କାମ ସଂପୂର୍ଣ୍ଣ ହୋଇପାରେ।

ମିଥୁନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆପଣଙ୍କୁ କୌଣସି ସଭାରେ ଅତିଥି ପାଇଁ ନିମନ୍ତ୍ରଣ ମିଳିବ। ସେଠି ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ସନ୍ଧ୍ୟାରେ ଜୀବନସାଥୀ ସହ ବାହାରକୁ ବୁଲି ଯିବେ।

କର୍କଟ: କାମରେ କୌଣସି ବନ୍ଧୁର ସାହାଯ୍ୟ ନେଇ ପାରନ୍ତି। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ସମସ୍ୟା ଆସିପାରେ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ଲାଭ ଦେବ। ଶିକ୍ଷାର୍ଥୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।

ସିଂହ: ବନ୍ଧୁ ସହିତ ସାକ୍ଷାତ ହୋଇପାରେ। କୌଣସି ଖୁସି ଖବର ପାଇବେ। ଆପଣଙ୍କୁ ନୂଆ ଉତ୍ସରୁ ଧନ ପ୍ରାପ୍ତି ହୋଇପାରେ। ଆପଣ ପୁଞି ଲଗାଇବା ପାଇଁ ଭଲ ପରାମର୍ଶ ପାଇବେ। ପ୍ରେମ ଜୀବନ ମଧୁର ହେବ

କନ୍ୟା: ଦିନଟି ବ୍ୟସ୍ତତାରେ କଟିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରି ପାରନ୍ତି। ଅଫିସରେ ବାତାବରଣ ଟିକେ ଗମ୍ଭୀର ରହିବ। ଆପଣ କତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ନିଜର ମତ ଦିଅନ୍ତୁ।

ତୁଳା: ଯାହା ବି କାମ କରିବାକୁ ଚାହିଁବେ ଖୁବ୍ ସହଜରେ ହୋଇଯାଇପାରେ। ଆପଣ ନିଜକୁ ଟିକେ ସଂଯମରେ ରଖିବା ଦରକାର। ଆପଣଙ୍କର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ଯୋଗଦାନ କରନ୍ତୁ।

ବିଛା: କୌଣସି ବଡ଼ କାମ ସନ୍ତାନ ସହଯୋଗରେ ସଂପୂର୍ଣ୍ଣ ହୋଇଯିବ। ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। ପାଖକୁ ନୂଆ ଦାୟିତ୍ବ ଆସିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ଧନୁ: ଆପଣଙ୍କ କାମ ସଂପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ବାଧା ଉତ୍ପନ୍ନ ହୋଇପାରେ। ବ୍ୟବସାୟରେ ଲାଭ କମ୍ ମିଳିପାରେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତରେ ଆପଣଙ୍କ କ୍ୟାରିୟରର ଦିଶା ବଦଳି ଯାଇପାରେ।

ମକର: ପୂଜାପାଠରେ ସମୟ ବିତିବ। ଆପଣଙ୍କର ପାଖପାଖର ପ୍ରତ୍ୟେକ ଜିନିଷ ପ୍ରତି ଦୃଷ୍ଟି ଦିଅନ୍ତୁ। କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ। ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ। କାହାରିକୁ ସାହାଯ୍ୟ ମାଗି ପାରନ୍ତି। ‌

କୁମ୍ଭ: କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ। ବନ୍ଧୁ ସହିତ ବାହାରକୁ ଯାଇ ଖୁସିର ମୁହୂର୍ତ୍ତ ଅତିବାହିତ କରିପାରନ୍ତି। ଧନ ମାମଲାରେ ସ୍ଥିତି ଠିକ୍ ରହିବ। କୌଣସି ଜରୁରୀ ଜିନିଷ ଆପଣଙ୍କୁ ଲାଭ ଦେଇପାରେ। ‌

ମୀନ: ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କୌଣସି ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିପାରେ। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବୈବାହିକ ଜୀବନରେ ସମ ରସତା ଆସିବ।‌

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା

ଆଜିଠୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.