Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ସେମିରେ କୋରିଆକୁ ଭେଟିବ ଭାରତ

Sanchar Live by Sanchar Live
September 16, 2024
in କ୍ରୀଡ଼ା
0
ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ସେମିରେ କୋରିଆକୁ ଭେଟିବ ଭାରତ
0
SHARES
8
VIEWS
FacebookTwitter

ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ସୋମବାର ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ। ସେମିତି ପ୍ରଥମ ସେମିରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଚୀନ ।

ଭାରତ ୫ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ସର୍ବାଧିକ ୧୫ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଥିଲା । ମାତ୍ର କୋରିଆ ଗୋଟିଏ ମ୍ୟାଚ୍ ବିଜୟ ଏବଂ ୩ଟି ଡ୍ର’ ରଖି ମୋଟ୍ ୬ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା ।

ଭାରତ ପୂର୍ବରୁ କୋରିଆ, ମାଲେସିଆ, ଜାପାନ, ଚୀନ ଓ ପାକିସ୍ତାନକୁ ପରାଜିତ କରି ଅପରାଜେୟ ରହିଛି । ଏହି ୫ଟି ମ୍ୟାଚ୍ରେ ଦଳ ମୋଟ୍ ୨୧ଟି ଗୋଲ୍ ଦେଇଛି । ମାଲେସିଆ ବିପକ୍ଷରେ ସର୍ବାଧିକ ୮ଟି ଗୋଲ୍ ଦେଇଥିଲା ।

ଭାରତୀୟ ଦଳ ଯେଉଁଭଳି ପ୍ରଦର୍ଶନ ଜାରି ରଖିଛି ତାହା ବେଶ ଅଦ୍ଭୁତ ରହିଛି । ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ରେ ୨-୧ ଗୋଲରେ ବିଜୟୀ ହୋଇଥିଲା । ଡ୍ରାଗ୍ ଫ୍ଲିକର ସ୍ପେଶାଲିଷ୍ଟ ହର୍ମନପ୍ରୀତ ସିଂ ଉଭୟ ଗୋଲ୍ ସ୍କୋର କରିଥିଲେ । କୋରିଆ ଦଳ ଜାପାନ, ପାକିସ୍ତାନ ଏବଂ ମାଲେସିଆ ସହ ମ୍ୟାଚ୍ ଅମୀମାଂସିତ ରଖି ପଏଣ୍ଟ ଭାଗ କରିଥିଲା । ଦଳ କେବଳ ଚୀନ ବିପକ୍ଷରେ ବିଜୟୀ ହୋଇଥିଲା । ଶକ୍ତିଶାଳୀ ପାକିସ୍ତାନ ବିପକ୍ଷରେ କୋରିଆ ଭଲ ପ୍ରଦର୍ଶନ କରିଥିଲା । ତେଣୁ ଦଳକୁ ଦୁର୍ବଳ ମନେ କରିବା ଅନୁଚିତ ।

ସେହି ଅନୁସାରେ ଭାରତୀୟ ଦଳ ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବ । କୋଚ କ୍ରାଗ ଫୁଲଟନଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରୁଛି । ଗତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳର ପ୍ରଦର୍ଶନ ଅତି ଉଚ୍ଚକୋଟୀର ରହିଥିଲା । ଫଳରେ ଦଳ ଅଲିମ୍ପିକ୍ସରେ କ୍ରମାନ୍ୱୟରେ ଦ୍ୱିତୀୟ ଥର ବ୍ରୋଞ୍ଜ ଜିତିବାରେ ସଫଳ ହୋଇଥିଲା ।

କୋରିଆକୁ ପରାଜିତ କଲେ ଭାରତ ଫାଇନାଲରେ ପ୍ରବେଶ କରିବ । ପ୍ରଥମ ସେମିରେ ପାକିସ୍ତାନର ପଲା ଭାରି ରହିଛି । ତେଣୁ ଫାଇନାଲରେ ପୁଣି ଥରେ ଭାରତ ଓ ପାକିସ୍ତାନ ଭେଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Tags: hockey indiasports news
ShareTweetShareSend
Sanchar Live

Sanchar Live

Next Post
୨ ଦିନ ପ୍ରବଳ କାଚିବ

୨ ଦିନ ପ୍ରବଳ କାଚିବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.