Thursday, June 26, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ

Sanchar Live by Sanchar Live
June 26, 2025
in ଭାରତ
0
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ
0
SHARES
32
VIEWS
FacebookTwitter

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ବାଦଲ ଫଟା ବର୍ଷାରୁ ବନ୍ୟାସ୍ଥିତି। କାଙ୍ଗଡା ଜିଲ୍ଲା ଖାନିଆରା ଅଂଚଳରେ ପାଣିର ସୁଅରେ ଭାସିଗଲେ ୨୦ରୁ ଅଧିକ ଶ୍ରମିକ। ପ୍ରବଳ ବର୍ଷା ଯୋଗୁଁ ପାଣି ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଭାସି ଯାଇଥିବା ଆଶଙ୍କା କରାଯାଉଛି।କାଙ୍ଗଡ଼ା ଜିଲ୍ଲାର ମାନୁନି ଖାଡ୍ରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଖାନିଆରା ମାନୁନି ଖାଡ୍ରେ ଜଳସ୍ତର ବୃଦ୍ଧି ପାଇବା ପରେ ଇନ୍ଦିରା ପ୍ରିୟଦର୍ଶିନୀ ଜଳବିଦ୍ୟୁତ୍ ପ୍ରକଳ୍ପ ନିକଟ ଏକ ଶ୍ରମିକ କଲୋନୀରେ ନିୟୋଜିତ ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ବର୍ଷା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଶ୍ରମିକମାନେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳରେ ବିଶ୍ରାମ ନେଉଥିଲେ। ସେତେବେଳେ ମାନୁନି ଖାଡ ଏବଂ ନିକଟସ୍ଥ ଡ୍ରେନରୁ ବନ୍ୟା ଜଳ ଶ୍ରମିକ କଲୋନୀ ଆଡ଼କୁ ମୁହାଁଇ ଶ୍ରମିକଙ୍କୁ ଭସାଇ ନେଇଥିଲା। ଶ୍ରମିକ ଭାସିଯିବା ପରେ ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଛି।ରାଜ୍ୟ ବିପର୍ଯ୍ୟୟ ପ୍ରଶମନ, ସ୍ଥାନୀୟ ପ୍ରଶାସନ, ଗ୍ରାମ ପଞ୍ଚାୟତ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ରେସକ୍ୟୁ ଅପରେସନ ଚାଲିଛି। କିଛି ସ୍ଥାନୀୟ ଶ୍ରମିକ ସୁରକ୍ଷିତ ଥିବା ଜଣାପଡିଛି। ଏହି ବନ୍ୟାରେ ଅନେକ ଘର, ସ୍କୁଲ କୋଠା, ଦୋକାନ, ସଂଯୋଗକାରୀ ରାସ୍ତା ଏବଂ ଛୋଟ ପୋଲ କ୍ଷତିଗ୍ରସ୍ତ ହୋଇଛି। ମନାଲି ନିକଟରେ ମନାଲି-ଚଣ୍ଡିଗଡ଼ ଜାତୀୟ ରାଜପଥ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବଞ୍ଜାର ଉପଖଣ୍ଡ ହୋର୍ନାଗଡ ଅଞ୍ଚଳରେ ବନ୍ୟା ଯୋଗୁଁ ଏକ ପୋଲ ଭାସିଯାଇଛି। ଏକ ସରକାରୀ ସ୍କୁଲ ପରିସରରେ ପାଣି ପଶିବା ସହ ଚାଷ ଜମି ବ୍ଯାପକ କ୍ଷତି ଘଟିଛି। ଆସନ୍ତା ୨୯ ପର୍ଯ୍ୟନ୍ତ ଚାରି ଦିନ ମଧ୍ୟରେ ଚାରି ରୁ ସାତଟି ଜିଲ୍ଲାର ପୃଥକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅରେଂଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଧର୍ମଶାଳାରେ ବି ତାଣ୍ଡବ ରଚିଛି ପ୍ରକୃତି। ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଉଦ୍ଧାର ପାଇଁ ଏନଡିଆରଏଫ ଟିମ ମୁତୟନ କରାଯାଇଛି।

Tags: floodhimachal pradeshland slide
ShareTweetShareSend
Sanchar Live

Sanchar Live

Next Post
ଓଡ଼ିଶାରେ କେହି ବି ଭୂମିହୀନ ରହିବେ ନାହିଁ : ମୁଖ୍ୟମନ୍ତ୍ରୀ

ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ନିବୃତ୍ତି ସମୟରେ ପାଇବେ ଏକକାଳୀନ ୨.୫ ଲକ୍ଷ ଟଙ୍କା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଜାଣନ୍ତୁ କେତେବେଳେ କଣ?
  • ବାରମ୍ୱାର ଆଙ୍ଗୁଠି ଫୁଟାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ…
  • ଆଜ୍ଞାମାଳ ବିଜେ ପରେ ଗଡିଲା ରଥ, ରଥଖଳାରୁ ସିଂହଦ୍ଵାର ନିକଟକୁ ଗଲା ତିନି ରଥ
  • ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ନିବୃତ୍ତି ସମୟରେ ପାଇବେ ଏକକାଳୀନ ୨.୫ ଲକ୍ଷ ଟଙ୍କା
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.