Sunday, April 19, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଖାଲି ପେଟରେ ଖାଆନ୍ତୁ ହେଙ୍ଗୁ, ଦୂର ହେବ ଏହି ସବୁ ସମସ୍ୟା

Sanchar Live by Sanchar Live
May 28, 2025
in ଜୀବନ ଶୈଳୀ
0
ଖାଲି ପେଟରେ ଖାଆନ୍ତୁ ହେଙ୍ଗୁ, ଦୂର ହେବ ଏହି ସବୁ ସମସ୍ୟା
0
SHARES
10
VIEWS
FacebookTwitter

ଖାଦ୍ୟରେ ସ୍ବାଦ ବଢ଼ାଇବା ପାଇଁ ଖାଦ୍ୟରେ ହେଙ୍ଗୁ ବ୍ୟବହାର କରାଯାଏ । ହେଙ୍ଗୁ ଖାଇବା ଦ୍ବାରା ଆପଣ ଅନେକ ରୋଗରୁ ସହଜରେ ମୁକ୍ତି ପାଇପାରିବେ । ଏଥିରେ ଥିବା ଗୁଣ ବଦହଜମୀ, ପେଟ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ବହୁତ୍ ଲାଭ ଦାୟକ ହୋଇଥାଏ । ଖାଲି ପେଟରେ ହେଙ୍ଗୁ ଖାଇବାର ଅନେକ ଲାଭ ମଧ୍ୟ ରହିଛି । ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେଉଛନ୍ତି, ତେବେ ଖାଲି ପେଟରେ ହେଙ୍ଗୁ ଖାଇବା ଆପଣଙ୍କ ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହେବ । ହେଙ୍ଗୁରେ ଆଣ୍ଟିଅବ୍ୟାକ୍ଟେରିଆଲ, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ମିଳିଥାଏ । ପେଟ ସମ୍ବନ୍ଧୀୟ ଯନ୍ତ୍ରଣା ଦୂର କରିବା ପାଇଁ ହେଙ୍ଗୁର ସେବନ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ଖାଲି ପେଟରେ ହେଙ୍ଗୁ ଖାଇବା ଦ୍ବାରା କେଉଁ ରୋଗ ଦୂର ହୋଇପାରିବ ।

ହଜମ ପାଇଁ ଲାଭଦାୟକ :
କିଛି ଲୋକ ଏପରି ଅଛନ୍ତି ଯାହାଙ୍କର କି ଖାଦ୍ୟ ଖାଇବା ପରେ ହଜମ ହୋଇନଥାଏ । ହଜମ ନହେବା ଦ୍ବାରା ଅନେକ କଷ୍ଟ ମଧ୍ୟ ପାଇଥାନ୍ତି । ତେବେ ଆପଣ ଜାଣି ରଖନ୍ତୁ, ହେଙ୍ଗୁରେ ଥିବା ଔଷଧୀୟ ଗୁଣ ହଜମ ସମସ୍ୟାରେ ବହୁତ ଲାଭଦାୟକ ହୋଇଥାଏ । ଖାଲିପେଟରେ ଚିମୁଟାଏ ହେଙ୍ଗୁ ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ । ବଦହଜମୀ କିମ୍ବା ପାଚନ ତନ୍ତ୍ର ସହ ଜଠିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାକ୍ତରଙ୍କ ପରାମର୍ଶରେ ହେଙ୍ଗୁ ସେବନ କରିପାରିବେ ।

ପେଟ ଯନ୍ତ୍ରଣାରେ ଲାଭଦାୟକ :
ହେଙ୍ଗୁ ସେବନ ପେଟ ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ହେଙ୍ଗୁରେ ଥିବା ଗୁଣ ପେଟ ଫୁଲିବା ଏବଂ ପେଟ ଗ୍ୟାସ୍ ସମସ୍ୟାକୁ ଅଳ୍ପ ସମୟ ମଧ୍ୟରେ ଦୂର କରିଥାଏ । କେତେକ ସମୟରେ ଗ୍ୟାସ୍ କିମ୍ବା ପେଟ ଫୁଲିବା ଯୋଗୁଁ ବହୁତ୍ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଖାଲି ପେଟରେ ଗୋଟିଏ ଚିମୁଟାଏ ହେଙ୍ଗୁ ଖାଇବା ଅଭ୍ୟାସ୍ କରନ୍ତୁ ।

ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରେ :
ହେଙ୍ଗୁ ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ରୋକେ ଏବଂ ରକ୍ତ ସଞ୍ଚାଳନକୁ ଉନ୍ନତ କରେ । ପ୍ରତିଦିନ ସକାଳେ ହେଙ୍ଗୁ ପାଣି ପିଇବା ଦ୍ବାରା ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ରହିଥାଏ । ଏଥି ସହ ଯଦି ଆପଣ ଏହାକୁ ସେବନ କରୁଛନ୍ତି, ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

ମୁଣ୍ଡବିନ୍ଧାରେ ଲାଭଦାୟକ :
ଏପରି ବହୁତ ଲୋକ ଅଛନ୍ତି ଯାହାର କି ସବୁ ଅଧିକାଂଶ ସମୟରେ ମୁଣ୍ଡବିନ୍ଧା ହୋଇଥାଏ । ଏହି ମୁଣ୍ଡବିନ୍ଧା ସମସ୍ୟା ପାଇଁ ବହୁତ କଷ୍ଟ ମଧ୍ୟ ହୋଇଥାଏ । ଯଦି ଆପଣଙ୍କର ସବୁ ସମୟରେ ମୁଣ୍ଡ ବିନ୍ଧୁଛି ଏବଂ ଛାଡୁନାହିଁ, ତେବେ ଖାଲିପେଟରେ ହେଙ୍ଗୁ ଖାଆନ୍ତୁ । ହେଙ୍ଗୁରେ ଥିବା ଆଣ୍ଟି-ଇନଫ୍ଲାମେଟରୀ ଗୁଣ ମୁଣ୍ଡବିନ୍ଧା ସମସ୍ୟାକୁ ଖୁବ୍ ଶୀଘ୍ର ଦୂର କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ହେଙ୍ଗୁ ସେବନ କରନ୍ତୁ ।

Tags: Helth tipslifestyle
ShareTweetShareSend
Sanchar Live

Sanchar Live

Next Post
ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

ନଜର ପକାନ୍ତୁ ଆଜିର ରାଶିଫଳ ଉପରେ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.