Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ବାଂଲାଦେଶରେ ହିଂସା: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର

Sanchar Live by Sanchar Live
August 5, 2024
in ବିଦେଶ
0
ବାଂଲାଦେଶରେ ହିଂସା: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର । ବାଂଲାଦେଶରେ ହିଂସା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ତେବେ ବାଂଲାଦେଶରେ ରହୁଥିବା ଭାରତୀୟଙ୍କ ସତର୍କତା ଅବଲମ୍ବ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି । ହିଂସାର ନୂଆ ପର୍ଯ୍ୟାୟ ଭିତରେ ଭାରତ ସରକାର ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ୍ ଜାରି କରିଛନ୍ତି । ଏହି ନମ୍ବରରେ ଯୋଗାଯୋଗ କଲେ ଢାକାସ୍ଥିତ ଭାରତୀୟ ହାଇକମିଶନ ନିଜ ନାଗରିକଙ୍କୁ ସାହାଯ୍ୟ କରିବ ।
ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବାଂଲାଦେଶରେ ଜାରିଥିବା ହିଂସା ନୂଆ ରୂପ ନେଇଛି । ଏବେ ଦେଶରେ ଛାତ୍ର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବି କରିବା ଆରମ୍ଭ କଲେଣି । ହିଂସା ଉପରେ ନିୟନ୍ତ୍ରଣ ପାଇଁ ସରକାର ସମ୍ପୂର୍ଣ୍ଣ ଦେଶରେ ୪ ଅଗଷ୍ଟ ସଂଧ୍ୟା ୬ରୁ ଅନିଶ୍ଚିତକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ।
ହିଂସାର ନୂଆ ଲହରି ପରେ ଭାରତ ସରକାର ସେଠାରେ ରହୁଥିବା ନିଜ ନାଗରିକଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ହିଂସା କାରଣରୁ ବାଂଲାଦେଶରେ ଅନେକଙ୍କ ଜୀବନ ଗଲାଣି । ତାଜା ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୯୧ ଜଣ ଆନ୍ଦୋଳନକାରୀ ଓ ୧୩ ଜଣ ପୋଲିସ କର୍ମୀଙ୍କ ଜୀବନ ଯାଇଛି ।
ଏମରଜେନ୍ସି ନମ୍ବର ଜାରି
ଭାରତ ସରକାରଙ୍କ ଅନୁସାରେ ବାଂଲାଦେଶରେ ମୋଟ ୭ ହଜାର ଭାରତୀୟ ରହୁଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ଭାରତୀୟ ହାଇକମିଶନଙ୍କ ପକ୍ଷରୁ ଶକ୍ତ ପରାମର୍ଶ ଜାରି କରାଯାଇଛି । ଭାରତ ସରକାର ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ ସହିତ ଅଯଥାରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଭାରତୀୟ ହାଇକମିଶନ ଜରୁରୀକାଳିନ ସହାୟତା ନମ୍ବର ଜାରି କରିଛନ୍ତି । ନମ୍ବର ଗୁଡିକ ହେଉଛି +8801958383679, +8801958383680, +8801937400591
ଏହି ସବୁ ନମ୍ବରକୁ କଲ କରି ଭାରତୀୟ ନାଗରିକ ସହାୟତା ମାଗି ପାରିବେ ।
ବାଂଲାଦେଶରେ ବନ୍ଦ ଇଣ୍ଟରନେଟ୍
ଗତ ମାସରୁ ବାଂଲାଦେଶରେ ସ୍ଥିତି ସାମାନ୍ୟ ନାହିଁ । ଦେଶରେ ସଂରକ୍ଷଛଣକୁ ନେଇ ହିଂସା ଜାରି ରହିଛି । ଏବେ ଏହା ପୁରା ଦେଶକୁ ବ୍ୟାପିଛି । ଆନ୍ଦୋଳନକୁ ଦବାଇବା ପାଇଁ ବାଂଲାଦେଶ ସରକାର ସୁରକ୍ଷକର୍ମୀଙ୍କୁ ନିୟୋଜି କରିଥିବା ବେଳେ ଦେଶରେ ଇଣ୍ଟରନେଟ୍ ଉପରେ ବ୍ୟାନ ଲଗାଇଛନ୍ତି । ସୋସିଆଲ ମିଡିଆରେ ଯେମିତି ଫେକ୍ ନ୍ୟୁଜ୍ ପ୍ରସାରିତ ନହୁଏ ସେଥିପାଇଁ ସରକାର ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି । ବାଂଲାଦେଶରେ ଏବେ ଫେସବୁକ,ହ୍ୱାଟସଆପ୍,ମେସେଂଜର ଓ ଇନଷ୍ଟାଗ୍ରାମ ବନ୍ଦ ଅଛି ।
ସ୍କୁଲ,କଲେଜ ବନ୍ଦ
ଦେଶରେ ବ୍ୟାପିଥିବା ହିଂସା କାରଣରୁ ସ୍କୁଲ ଓ କଲେଜ ଗୁଡିକୁ ବନ୍ଦ ରଖାଯାଇଛି । ବାଂଲାଦେଶ ସରକାର ବର୍ତ୍ତମାନ ସୁଧା ୧୧ ହଜାର ଛାତ୍ରଛାତ୍ରୀଙ୍କୁ ଗିରଫ କରିଛନ୍ତି । ଏହ ସହିତ ପ୍ରଧାନମନ୍ତ୍ରୀ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ତଦନ୍ତର ଆଶ୍ୱାସନା ଦେଇଛନ୍ତି ।

Tags: bangaladeshindian
ShareTweetShareSend
Sanchar Live

Sanchar Live

Next Post
ଭାରତରେ ଭୁଷୁଡ଼ିଲା ସେୟାର ବଜାର, ଚିନ୍ତାରେ ନିବେଶକ

ଭାରତରେ ଭୁଷୁଡ଼ିଲା ସେୟାର ବଜାର, ଚିନ୍ତାରେ ନିବେଶକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.