Thursday, July 17, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଜମା ଉଡ଼ିଲାନି, କଣ୍ଟେନରରେ ମୁମ୍ବାଇ ଗଲା ହେଲିକପ୍ଟର

Sanchar Live by Sanchar Live
July 16, 2025
in ଓଡିଶା
0
ଜମା ଉଡ଼ିଲାନି, କଣ୍ଟେନରରେ ମୁମ୍ବାଇ ଗଲା ହେଲିକପ୍ଟର
0
SHARES
301
VIEWS
FacebookTwitter

ସଂଚାର ବ୍ୟୁରୋ: ମାସେ ପରେ ପ୍ରଶାସନର ନିଦ ଭାଙ୍ଗିଲା । ଉଡ଼ିକି ନୁହେଁ କଣ୍ଟେନରରେ ମୁମ୍ବାଇ ଗଲା ହେଲିକପ୍ଟର। କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପଡ଼ିଆରେ ଯାନ୍ତ୍ରୀକ ତୃଟି କାରଣରୁ ଅଟକି ରହିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ୫ ଦିନ ତଳେ ଯାଞ୍ଚ ହୋଇଥିବା ବେଳେ, ଯାନ୍ତ୍ରୀକ ମରାମତି ପାଇଁ ହେଲିକପ୍ଟରକୁ ଆଜି ସନ୍ଧ୍ୟାରେ କଣ୍ଟେନରରେ ମୁମ୍ବାଇ ପଠାଯାଇଛି । ଗତ ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ। ବଜ୍ରପାତ ଯୋଗୁଁ ତାଙ୍କ ହେଲିକପ୍ଟର ବ୍ଲେଡ୍ କ୍ଷତିଗ୍ରସ୍ତ ହେବା ପରେ ସେ ସଡ଼କ ପଥରେ ଫେରିଥିଲେ । ସେବେଠାରୁ କେନ୍ଦ୍ରାପଡ଼ା କଲେଜ ପଡିଆରେ ହେଲିକପ୍ଟରଟି ଅଟକି ରହିଥିଲା । ଯେଉଁଥି ପାଇଁ ଅଗଷ୍ଟ ୧୫ ପାଇଁ ଯେଉଁ ପରେଡ୍ ରିହର୍ସାଲ କରାଯାଏ, ତାହା କଲେଜ ପଡ଼ିଆରେ ହୋଇପାରିଲା ନାହିଁ । ଛାତ୍ରଛାତ୍ରୀମାନେ ମଧ୍ୟ ଖେଳି ପାରୁନଥିଲେ। ୧ ମାସ ୮ ଦିନ ପରେ ଆଜି ହେଲିକପ୍ଟରକୁ ମୁମ୍ବାଇ ପଠାଯାଇଛି।

Tags: helicopterkendrapada
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ
  • ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି ?
  • ବର୍ଷାଋତୁରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଭୁଲରେ ବି ଖାଆନ୍ତୁନି ଏହି ପରିବା
  • ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ରାଜ୍ୟ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.