Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଭାରତ ଛାଡ଼ିଲା ପାଣି, ଭାସିଲା ପାକିସ୍ତାନ

Sanchar Live by Sanchar Live
April 27, 2025
in ଭାରତ
0
ଭାରତ ଛାଡ଼ିଲା ପାଣି, ଭାସିଲା ପାକିସ୍ତାନ
0
SHARES
25
VIEWS
FacebookTwitter

ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ସିନ୍ଧୁ ଜଳ ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା । ତେବେ ଆତଙ୍କୀ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଚୁକ୍ତିକୁ ସ୍ଥଗିତ ରଖିଛି । ଏପଟେ ପାକିସ୍ତାନ ମୁଜଫରାବାଦର ହଟିନବାଲା ଅଞ୍ଚଳ ଝେଲମ୍ ନଦୀରେ ଭାରତ ପାଣି ଛାଡିଛି । ଯାହାଫଳରେ ହଠାତ୍ ମୁଜାଫରାବାଦରେ ଭୟଙ୍କର ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଯାହାକୁ ନେଇ ପାକିସ୍ତାନ ଭାରତ ବିରୋଧରେ ଅଭିଯୋଗ ଆଣିଛି ।

ସୂଚନାନୁଯାୟୀ, ଉରିରେ ଅନନ୍ତନାଗ ଜିଲ୍ଲାରୁ ଚକୋଠିରେ ପାଣି ପଶି ଝେଲମ ନଦୀରେ ହଠାତ୍ ଭୟଙ୍କର ବନ୍ୟା ଆସିଥିଲା । ଯାହାଦ୍ବାରା ପାକିସ୍ତାନର ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଏହି ସମୟରେ ତିନିଟି ନଦୀର ବ୍ୟବହାର କିପରି କରାଯିବ ସେନେଇ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଯେଉଁଥି ପାଇଁ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରସ୍ତାବ ଦିଆଯାଇଛି । ଏପରି ପରିସ୍ଥିତିରେ ପାକିସ୍ତାନକୁ ଗୋଟିଏ ବି ବୁନ୍ଦା ପାଣି ନଯିବାକୁ ଜଳ ଶକ୍ତି ମନ୍ତ୍ରୀ କହିଛନ୍ତି । ଯାହା ବୈଠକରେ ଆଲୋଚନା କରାଯାଇଥିଲା । ଚେନାବରେ ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ୫ରୁ ୭ ବର୍ଷ ସମୟ ଲାଗି ପାରେ । ସେପର୍ଯ୍ୟନ୍ତ ପାକିସ୍ତାନ ଆଡକୁ ପାଣି ଛଡ଼ାଯିବ ଛଡ଼ା ଆଉ କିଛି ବିକଳ୍ପ ନାହିଁ । କାମ ଚାଲିଥିବା ବନ୍ଧଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଯାଇ ଭାରତ ଏହି ସବୁ ନଦୀର ଜଳକୁ ନିୟନ୍ତ୍ରଣ କରି ପାରିବ। ଯାହା ବର୍ତ୍ତମାନ ସମ୍ଭବ ନୁହେଁ । ବିଶ୍ବବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ଚିକ୍ତି ହୋଇଛି । ସେହି ଅନୁସାରେ ସତଲୁଜ, ବ୍ୟାସ ଓ ରାବି ନଦୀ ଜଳ ଉପରେ ଭାରତର ନିୟନ୍ତ୍ରଣ ରହିଛି । ଅନ୍ୟପଟେ ସିନ୍ଧ, ଝେଲମ ଓ ଚେନାବ ନଦୀର ଜଳ ଅଧିକାର ପାକିସ୍ତାନ ହାତରେ ରହିଛି ।

ବର୍ତ୍ତମାନ ଝେଲମ ନଦୀରେ ବନ୍ୟା ପାଇଁ ଭାରତକୁ ଦାୟୀ କରିଛି ପାକିସ୍ତାନ ।

Tags: indiajhelampakistan
ShareTweetShareSend
Sanchar Live

Sanchar Live

Next Post
ପ୍ରଶାନ୍ତ ଶତପଥୀଙ୍କ ନାମରେ ସୋସିଆଲ ମିଡିଆରେ ମଗାଯାଉଛି ଟଙ୍କା

ପ୍ରଶାନ୍ତ ଶତପଥୀଙ୍କ ନାମରେ ସୋସିଆଲ ମିଡିଆରେ ମଗାଯାଉଛି ଟଙ୍କା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.