Tuesday, October 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସୁଦାନ-ଇଜିପ୍ଟ ସୀମାରେ ଭୟଙ୍କର ହାୱାଇ ଆକ୍ରମଣ

Sanchar Live by Sanchar Live
October 13, 2026
in ଭାରତ
0
ସୁଦାନ-ଇଜିପ୍ଟ ସୀମାରେ ଭୟଙ୍କର ହାୱାଇ ଆକ୍ରମଣ
0
SHARES
1
VIEWS
FacebookTwitter

ସୁଦାନ-ଇଜିପ୍ଟ ସୀମାରେ ଭୟଙ୍କର ହାୱାଇ ଆକ୍ରମଣ ହୋଇଛି । ସୁନା ଖଣି ଉପରେ ହୋଇଥିବା ଏହି ଆକ୍ରମଣରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ମାନବାଧିକାର ସଂଗଠନ ‘ଏମର୍ଜେନ୍ସି ଲୟର୍ସ’ ଦାବି କରିଛି । ଏହି ଆକ୍ରମଣ ପାଇଁ ଇଜିପ୍ଟର ବାୟୁସେନାକୁ ଦାୟୀ କରିଛି ସଂଗଠନ । ତେବେ ଏନେଇ ଇଜିପ୍ଟ ସରକାରଙ୍କ ପକ୍ଷରୁ କୌଣସି ଆଧିକାରିକ ବୟାନ ଆସିନାହିଁ ।

ସୂଚନାନୁଯାୟୀ, ସୁନା ଖଣି ଉପରେ ଆକାଶମାର୍ଗରୁ କରାଯାଇଥିଲା ଆକ୍ରମଣ । ସୁଦାନ ଏବଂ ଇଜିପ୍ଟ ସୀମା ନିକଟରେ ଥିବା ‘ଜବଲ୍ ଅଲ୍-ଉକାୟଦାତ୍’ ସୁନା ଖଣି ଉପରେ ଏହି ଭୟଙ୍କର ହାୱାଇ ଆକ୍ରମଣ ହୋଇଥିଲା । ଯେଉଁଥିରେ ୭୨ ଜଣ ଖଣି ଶ୍ରମିକଙ୍କ ଜୀବନ ଚାଲିଯାଇଛି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିବାର ଆଶଙ୍କା ରହିଛି । ଏଥିସହ ଘଟଣାସ୍ଥଳରେ ମୃତାହତଙ୍କ ସଠିକ୍ ସଂଖ୍ୟା ଜାଣିବା ସହ ତଥ୍ୟ ସଂଗ୍ରହ କରିବା କାର୍ଯ୍ୟ ଜାରି ରହିଛି।

ଚଳିତ ବର୍ଷ ଏହି ସୁନା ଖଣି ଉପରେ ଏହା ଦ୍ୱିତୀୟ ଆକ୍ରମଣ । ଏହା ପୂର୍ବରୁ ଜୁନ୍ ମାସରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ମଧ୍ୟ ଇଜିପ୍ଟର ସେନା ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନଥିଲା । କିନ୍ତୁ ସେତେବେଳେ ଇଜିପ୍ଟ କହିଥିଲା ଯେ, “ଦେଶର ସୀମା ଭିତରେ ଅବୈଧ ସୁନା ଖୋଳିବା ବିରୋଧରେ ବଡ଼ ଧରଣର ଅଭିଯାନ କରାଯାଇଛି ।”

ଅନ୍ୟପଟେ, ଆକ୍ରମଣରୁ ବଞ୍ଚିଯାଇଥିବା ଦୁଇ ଜଣ ଶ୍ରମିକ ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି । ଶ୍ରମିକ ଅବଦେଲଅଜିଜ୍ ୟୁସୁଫ୍‌ଙ୍କ କହିବା ଅନୁସାରେ, ଶନିବାର ସକାଳ ପ୍ରାୟ ୮ଟା ସମୟରେ ଆକାଶରେ ଏକ ଯୁଦ୍ଧବିମାନ ଦେଖାଯାଇଥିଲା । ଏହା ପାଞ୍ଚ ଥର ଆକ୍ରମଣ କରିଥିଲା ।

ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିଲାବେଳେ ଭୟରେ ଆଉ କିଛି ଶ୍ରମିକମାନେ ପାହାଡ଼ ଉପରକୁ ଦୌଡ଼ି ପଳାଇଥିଲେ । ସେହିପରି ଅନ୍ୟଜଣେ ଶ୍ରମିକ ମଧ୍ୟ ତାଙ୍କ ଅନୁଭୂତିକୁ ପ୍ରକାଶ କରିଥିଲେ । ତେବେ ଏହି ଅଭିଯୋଗ ଉପରେ ଇଜିପ୍ଟ ସରକାରଙ୍କ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ । ଏବେ ସମସ୍ତଙ୍କ ନଜର ମୃତାହତଙ୍କ ପ୍ରକୃତ ସଂଖ୍ୟା ଏବଂ ଏହି ଆକ୍ରମଣର ତଦନ୍ତ ଉପରେ ରହିଛି ।

Tags: hawai attackijiptsudan
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସୁଦାନ-ଇଜିପ୍ଟ ସୀମାରେ ଭୟଙ୍କର ହାୱାଇ ଆକ୍ରମଣ
  • ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ
  • ସାରା ଦେଶରେ ଚିନ୍ତାର କାରଣ ପାଲଟିଛି ଦର ବୃଦ୍ଧି
  • ପାକିସ୍ତାନରେ ଭୟଙ୍କର ରେଳ ଦୁର୍ଘଟଣା, ୫ ମୃତ
  • କମ୍ପୁଛି କଲେଜ କ୍ୟାମ୍ପସ, କମୁନି ଉତ୍ତେଜନା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.