Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମହିଳାକଂଗ୍ରେସ କର୍ମୀଙ୍କ ମୃତଦେହ ମିଳିବା ଘଟଣା : ମା ଆଣିଲେ ହତ୍ୟା ଅଭିଯୋଗ

Sanchar Live by Sanchar Live
March 2, 2025
in ଭାରତ
0
ମହିଳାକଂଗ୍ରେସ କର୍ମୀଙ୍କ ମୃତଦେହ ମିଳିବା ଘଟଣା : ମା ଆଣିଲେ ହତ୍ୟା ଅଭିଯୋଗ
0
SHARES
8
VIEWS
FacebookTwitter

ରୋହତକ: ହରିୟାଣାର ରୋହତକରେ କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମୃତଦେହ ଏକ ସୁଟକେସରୁ ମିଳିଥିଲା । ହିମାନୀଙ୍କ ମାଆ ସବିତା ଏନେଇ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ନିର୍ବାଚନ ଏବଂ ପାର୍ଟି ମୋ ଝିଅର ଜୀବନ ନେଇଗଲା । ଏହି କାରଣରୁ ମୋ ଝିଅର କିଛି ଶତ୍ରୁ ହୋଇଯାଇଥିଲେ । ଯେଉଁ ମାନେ ଶତ୍ରୁ ପକ୍ଷରୁ ହୋଇପାରନ୍ତି ।

ହିମାନୀଙ୍କ ମା କହିଛନ୍ତି ଦଳରେ ହିମାନୀଙ୍କ ପ୍ରତିଷ୍ଠା ବଢ଼ୁ ଥିବାର ଦେଖାଯାଉଥିଲା ।  ସେ ରାହୁଲ ଗାନ୍ଧୀଙ୍କ ସହିତ ଯାଉଥିଲା ।  ହୁଡା ପରିବାରର ନିକଟତର ଥିଲେ ତେଣୁ ଲୋକଙ୍କ ସମସ୍ୟା ହେଉଥିଲା ଯାହାଫଳରେ ସେମାନେ ଈର୍ଷା କରୁଥିଲେ। ବୋଲି କହିଛନ୍ତି । ଆମେ ପୋଲିସ ଷ୍ଟେସନରୁ ଏକ ଫୋନ୍ ପାଇଥିଲୁ ଓ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲୁ । ମୋ ଝିଅ ଆଶା ହୁଡା ଭୁପିନ୍ଦର ସିଂହ ହୁଡାଙ୍କ ସ୍ତ୍ରୀଙ୍କ ବହୁତ ନିକଟତର ଥିଲା । ଯେପର୍ଯ୍ୟନ୍ତ ମୋ ଝିଅକୁ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ମୁଁ ତା’ର ଶେଷକୃତ୍ୟ କରିବି ନାହିଁ କହିଛନ୍ତି ହିମାନୀଙ୍କ ମା ।

ଏହାପରେ ସବିତା ପାରିବାରିକ ବିବାଦ ବିଷୟରେ କହିଥିଲେ । ଭୟରେ ରହୁଥିଲୁ ବୋଲି ଜଣାଇଥିଲେ । ମୋ ପୁଅକୁ ଏଠାରୁ ବିଏସଏଫ କ୍ୟାମ୍ପକୁ ପଠାଇ ଦେଇଥିବା କଥା କହିଥିଲେ ମା । ମୋ ବଡ଼ ପୁଅକୁ ୨୦୧୧ ମସିହାରେ ହତ୍ୟା କରାଯାଇଥିଲା ଏବଂ ଆମେ କେବେ ନ୍ୟାୟ ପାଇଲୁ ନାହିଁ । ତେଣୁ ମୁଁ ମୋର ଦ୍ୱିତୀୟ ପୁଅର ଜୀବନ ବଞ୍ଚାଇବା ପାଇଁ ବିଏସଏଫ କ୍ୟାମ୍ପକୁ ପଠାଇ ଦେଇଥିଲି ବୋଲି କହିଛନ୍ତି ମା ।

ନିର୍ବାଚନ ପରେ ସେ ଦଳ ପ୍ରତି ଟିକେ ନିରାଶ ହୋଇଥିଲା । ସେ କହୁଥିଲା ଚାକିରି କରିବ କିନ୍ତୁ ଦଳ ପାଇଁ ଅଧିକ କାମ କରିବ ନାହିଁ । ଗତ ଦଶ ବର୍ଷ ଧରି କଂଗ୍ରେସ ସହିତ ଜଡିତ ଥିଲା । ସେ ମଧ୍ୟ ବିବାହ ପାଇଁ ରାଜି ହୋଇଯାଇଥିଲେ । ଏଲଏଲବି କରୁଥିଲା … ମୁଁ ସକାଳେ ଆଶା ହୁଡାଙ୍କୁ ଫୋନ୍ କରିଥିଲି, କିନ୍ତୁ ମୋ ଫୋନ୍ ଉଠାଇନଥିଲେ ।

ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡା କହିଛନ୍ତି ଯେ ଦଳ ତଦନ୍ତ ଦାବି କରିଛି ଏବଂଏହା ଦଳ ଭିତରେ ଥିବା କି ବାହାରର କେହି ଥିଲେ, ତଦନ୍ତ ପରେ ହିଁ ଜଣାପଡିବ । ସେ କହିଲେ, “ତାଙ୍କର ମୃତଦେହ ଏବେ ଶବଗୃହରେ ଅଛି । କଂଗ୍ରେସ କର୍ମୀମାନେ ଓ ସ୍ଥାନୀୟ ବିଧାୟକଙ୍କ ସହଯୋଗୀମାନେ ମଧ୍ୟ ଯାଇଛନ୍ତି । ସ୍ଥାନୀୟ ବିଧାୟକ ଭାରତ ଭୂଷଣ ବାତ୍ରା ସେମାନଙ୍କୁ ଭେଟିବାକୁ ଯିବେ ।

Tags: congresscrimehariyana
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜି ଦିନଟି କାହା ପାଇଁ କେମିତି ?

ଜାଣନ୍ତୁ ଆଜି ଦିନଟି କାହା ପାଇଁ କେମିତି ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.