Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବସରେ ପ୍ରସବ କଲେ ମହିଳା

Sanchar Live by Sanchar Live
September 4, 2024
in ଓଡିଶା
0
ବସରେ ପ୍ରସବ କଲେ ମହିଳା
0
SHARES
14
VIEWS
FacebookTwitter

ନନ୍ଦିଘୋଷ ବ୍ୟୁରୋ: ବସରେ ପ୍ରସବ କଲେ ମହିଳା। ବସରେ ଯାତ୍ରା କରୁଥିବା ଡାକ୍ତରଙ୍କ ସହାୟତାରେ ମହିଳା ଜଣକ ପ୍ରସବ କଲେ। ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ମେଡିକାଲ ଅଂଚଳର ଏ ଘଟଣା। ଗର୍ଭବତୀ ମହିଳା ଜଣକ ବସରେ ଯାତ୍ରା କରୁଥିଲେ। ଏହି ସମୟରେ ମହିଳାଙ୍କ ପ୍ରସବ ବେଦନା ହେବାରୁ ବସରେ ଥିବା ଡାକ୍ତର ରେଗେଡା ନିକଟରେ ଗର୍ଭବତୀଙ୍କ ପ୍ରସବ କରାଇଥିଲେ। ମହିଳା ଜଣକ ଜଣେ କନ୍ଯାକୁ ଜନ୍ମ ଦେଇଛନ୍ତି। ଏହାପରେ ସେହି ବସରେ ମାଓ ଛୁଆକୁ ଗୁଣପୁର ମେଡିକାଲ ନିଆଯାଇଥିଲା। ଛୁଆ ଓ ମାକୁ ମେଡିକାଲରେ ଛାଡିବା ପରେ ଗନ୍ତବ୍ୟସ୍ଥଳ ପାପାଡ଼ାହାଣ୍ଡ ଅଭିମୁଖେ ଯାତ୍ରା କରିଥିଲା ବସ। ଉଭୟ ମା ଓ ଛୁଆ ସୁସ୍ଥ ରହିଥିବା ଗୁଣୁପୁର ମେଡିକାଲ ସୁପରିଟେଣ୍ଡେଣ୍ଟ ରମେଶ ସାହୁ କହିଛନ୍ତି। ପ୍ରସବ କରିଥିବା ମହିଳାଙ୍କ ଘର ପାରଳାଖେମୁଣ୍ଡି। ବସଟି ପାରଳାଖେମୁଣ୍ଡିରୁ ପାପାଡ଼ାହାଣ୍ଡି ଯାଉଥିଲା।

Tags: gunupurpregnecy
ShareTweetShareSend
Sanchar Live

Sanchar Live

Next Post
ଭଗବାନଙ୍କ ଅବତାର ଥିଲେ ବାବା

ଜାଣନ୍ତୁ ସାଇବାବା ଏବଂ ଯୀଶୁଙ୍କ ମଧ୍ୟରେ କଣ ରହିଥିଲା ସମ୍ପର୍କ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.