ସଂଚାର ବ୍ୟୁରୋ: କମିଶନରେଟ ପୋଲିସ ହାତରେ କୁଖ୍ୟାତ ବନ୍ଧୁକ ବେପାରୀ। ଜବତ ହେଲା ୧୦ଟି ବନ୍ଧୁକ ସହିତ ଜୀବନ୍ତ ଗୁଳି। ଗିରଫ ଅଭିଯୁକ୍ତ ହେଲା ଜଗତସିଂହପୁର ଅଞ୍ଚଳର ଶେଖ ନଦୀମ। ପୂର୍ବରୁ ନଦୀମକୁ ହୋଇଥିଲା ଏନକାଉଣ୍ଟର। ୨୦୧୫ରେ ଭୁବନେଶ୍ବର ସ୍ପେଶାଲ ସ୍କ୍ୱାଡ କରିଥିଲା ଏନକାଉଣ୍ଟର I ପୂଜା ସମୟରେ ବଡ ଧରଣର ଅପରାଧ ପାଇଁ କରୁଥିଲା ଷଡଯନ୍ତ୍ର। ଏବେ ନଦୀମକୁ ଗିରଫ କରିଛି ପୋଲିସ। ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନିୟନ୍ତ୍ରଣକୁ ପୋଲିସର ଫୋକସ ରହିଛି। ଅପରାଧୀଙ୍କୁ ଦମନ କରିବା ଲାଗି ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି।…