ସଂଚାର ବ୍ୟୁରୋ; ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ। ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା। ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ହୋହାଲ୍ଲା ହୋଇଛି। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ କଂଗ୍ରେସ ସଦସ୍ୟ ନାରାବାଜି କରିଛନ୍ତି। ଫଳରେ ସାଢେ ୧୧ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
© 2024 Sanchar News