ସୁନା ଓ ରୁପା ଦରରେ ଲାଗିଲା ବ୍ରେକ୍ । ପୁଣି କମିଲା ସୁନା ଓ ରୁପା ଦର । ସୁନା ୧୦ ଗ୍ରାମ ପିଛା ୯ ହଜାର ଟଙ୍କା କମିଲା । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୪୦ ହଜାରରେ ପହଞ୍ଚିଲା । ରୁପା ଦର ୧୭ ହଜାର ଟଙ୍କା କମିଲା । ରୁପା କେଜି ହେଲା ୨ ଲକ୍ଷ ୭୪ ହଜାର ଟଙ୍କା । ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ ।

