Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

୩୪୦୦ ଟଙ୍କା ଖସିଲା ସୁନାଦର

Sanchar Live by Sanchar Live
November 14, 2024
in ଭାରତ
0
୩୪୦୦ ଟଙ୍କା ଖସିଲା ସୁନାଦର

Oplus_131072

0
SHARES
15
VIEWS
FacebookTwitter

ସଂଚାର ବ୍ୟୁରୋ: ନୂଆଦିଲ୍ଲୀ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସୁନାଦର ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଏହାର ପ୍ରଭାବରେ ଭାରତରେ ବି ସୁନା ଦର ହ୍ରାସ ପାଇଛି। ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ମୂଲ୍ୟରେ ପ୍ରାରମ୍ଭିକ କାରବାରରେ ହ୍ରାସ ଘଟିଛି । ଏମସିଏକ୍ସରେ ଡିସେମ୍ବର ଡେଲିଭରି ପାଇଁ ସୁନା ଦର ୧୦ ଗ୍ରାମ ପିଛା ୭୨୮୬୭ ଟଙ୍କାକୁ ହ୍ରାସ ପାଇଛି ଓ ରୁପା କିଲୋଗ୍ରାମ ପିଛା ୮୮୦୩୨ ଟଙ୍କାକୁ ହ୍ରାସ ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ୧୦ ଗ୍ରାମ ପିଛା ୩୪୦୦ ଟଙ୍କା ଓ ରୁପା କିଲୋ ପିଛା ୩୨୦୦ ଟଙ୍କା ହ୍ରାସ ପାଇଛି ।

ଫ୍ୟୁଚର ବଜାରରେ ସୁନା କମିବା ଯୋଗୁଁ ସ୍ପଟ ବଜାରରେ ବି ସୁନା କମିଚାଲିଛି । ସ୍ପଟ ବଜାରରେ ୨୨ କ୍ୟାରେଟ ସୁନା ୭୩୬୪୮ ଟଙ୍କାକୁ କମିଛି । ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ ଆୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟାଉଛି । ଏପରିକି ବିଦେଶୀ ବଜାରରେ ମଧ୍ୟ ସୁନା ଓ ରୁପା ମୂଲ୍ୟରେ ତୀବ୍ର ସୁଧାର ଦେଖିବାକୁ ମିଳିଛି । ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ ଆୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟାଉଛି ।

ଏପରିକି ବିଦେଶୀ ବଜାରରେ ମଧ୍ୟ ସୁନା ଓ ରୁପା ମୂଲ୍ୟରେ ତୀବ୍ର ସୁଧାର ଦେଖିବାକୁ ମିଳିଛି । କୋମେକ୍ସରେ ସୁନା ଦର ଆଉନ୍ସ ପିଛା ୨୫୬୭ ଡଲାରକୁ ଖସି ଆସିଛି, ଯାହା କି ପାଖାପାଖି ଅଧା ପ୍ରତିଶତ ହ୍ରାସ ପାଇଛି । ରୂପା ମୂଲ୍ୟରେ ମଧ୍ୟ ଦୁର୍ବଳତା ଦେଖାଯାଉଛି, ଦେଢ଼ ପ୍ରତିଶତରୁ ଅଧିକ ହ୍ରାସ ପାଇ ଏବେ ଆଉନ୍ସ ପିଛା ୩୦ ଡଲାରରେ ପହଞ୍ଚିଛି ।

Tags: Gold priceindia
ShareTweetShareSend
Sanchar Live

Sanchar Live

Next Post
ଶ୍ରୀମନ୍ଦିର ସିଂହଦ୍ବାର ଓ ପତିତପାବନଙ୍କ ମନ୍ଦିର ହେବ ସଂପୂର୍ଣ୍ଣ ରୁପା ଆଚ୍ଛାଦିତ

ଶ୍ରୀମନ୍ଦିର ସିଂହଦ୍ବାର ଓ ପତିତପାବନଙ୍କ ମନ୍ଦିର ହେବ ସଂପୂର୍ଣ୍ଣ ରୁପା ଆଚ୍ଛାଦିତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ
  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.