Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଜଙ୍ଗଲରୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

Sanchar Live by Sanchar Live
January 25, 2025
in ଅପରାଧ
0
ଜଙ୍ଗଲରୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର
0
SHARES
22
VIEWS
FacebookTwitter

ସଂଚାର ବ୍ୟୁରୋ: ଘଷିପୁରା ଥାନା ବରିପାଳ ପଞ୍ଚାୟତ ଚମ୍ପେଇଡାହି ଗାଁ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର । ମୃତ ମହିଳା ଜଣଙ୍କ ପରିଚୟ ମିଳିପାରି ନାହିଁ । ମହିଳାଙ୍କୁ ହତ୍ଯା ପରେ ପୋଡ଼ି ଦେବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ଜଙ୍ଗଲକୁ ଯାଇଥିବା କିଛି ଲୋକ ମୃତଦେହ ଦେଖି ପ୍ରଥମେ ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚ ଘଷିପୁରା ପୋଲିସକୁ ଖବର ଦେଇଥିଲେ । ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହରୁ ଦୃର୍ଗନ୍ଧ ବାହାରୁଥିବା ବେଳେ ପୋକ ସାଲୁବାଲୁ ହେଉଥିବାରୁ ପ୍ରାୟ ୨-୩ ଦିନ ତଳୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ମହିଳା ଜଣଙ୍କ କିଏ ଓ କେଉଁ କାରଣରୁ ତାଙ୍କର ଏଭଳି ପରିସ୍ଥିତି ହେଲା ତାହା ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ଜଣାପଡ଼ିନାହିଁ । ଘସିପୁରା ପୋଲିସ ମୃତଦେହକୁ ବ୍ନିୟବଚ୍କଛେଦ ପାଇଁ ପଠାଇ ନିକଟସ୍ଥ ସମସ୍ଥ ଥାନାର ସହଯୋଗରେ ତଦନ୍ତ ଚଳାଇଛି ।

Tags: crimeghasipura
ShareTweetShareSend
Sanchar Live

Sanchar Live

Next Post
ଆମେରିକାରେ ଏବେ ଆତଙ୍କ, ହ୍ୟାଣ୍ଡକଫ ପକାଇ ଆମେରିକାରୁ ପ୍ରବାସୀଙ୍କୁ କରାଯାଉଛି ବିଦା

ଆମେରିକାରେ ଏବେ ଆତଙ୍କ, ହ୍ୟାଣ୍ଡକଫ ପକାଇ ଆମେରିକାରୁ ପ୍ରବାସୀଙ୍କୁ କରାଯାଉଛି ବିଦା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.