Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ରେଲଓ୍ବେ ଟ୍ରାକରୁ ଉଦ୍ଧାର ହେଲା ଗ୍ୟାସ୍ ସିଲିଣ୍ଡର

Sanchar Live by Sanchar Live
September 22, 2024
in ଭାରତ
0
ରେଲଓ୍ବେ ଟ୍ରାକରୁ ଉଦ୍ଧାର ହେଲା ଗ୍ୟାସ୍ ସିଲିଣ୍ଡର
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ଟ୍ରେନ ବିସ୍ଫୋରଣ ଯୋଜନା ପଣ୍ଡ। ରେଲୱେ ଟ୍ରାକରେ ପଡିଥିବା ଏକ ଗ୍ଯାସ ସିଲିଣ୍ଡର ଉଦ୍ଧାର। ଉତ୍ତରପ୍ରଦେଶ କାନପୁର ଅଂଚଳର ଏ ଘଟଣା। ମହାରାଜପୁର ଅଂଚଳର ପ୍ରେମପୁର ଷ୍ଟେସନ ନିକଟରେ ରେଲୱେ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ପଡ଼ିଥିବା ଦେଖିଥିଲେ ସେହି ଟ୍ରାକରେ ଯାଉଥିବା ଏକ ମାଲବାହୀ ଟ୍ରେନର ଲୋକେ ପାଇଲଟ। ଟ୍ରାକ ମଝିରେ ଗ୍ଯାସ ସିଲିଣ୍ଡର ପଡିଥିବା ଦୂରରୁ ଦେଖି ସେ ଟ୍ରେନକୁ ଧକ୍କା ଦେବାକୁ ଆଗରୁ ଅଟକାଇ ଦେଇଥିଲେ। ସକାଳ ୬ଟା ୯ ମିନିଟ ସମୟରେ ଲୋକା ପାଇଲଟ ଟ୍ରେନକୁ ଅଟକାଇଥିଲେ। ଟ୍ରେନ ଅଟକିବା ପରେ ବରିଷ୍ଠ ରେଲୱେ କର୍ତ୍ତୃପକ୍ଷଙ୍କୁ ଖବର ଦେବା ସହ ସ୍ଥାନୀୟ ପୋଲିସକୁ ମଧ୍ୟ ଖବର ଦେଇଥିଲେ।ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ରେଲୱେ ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣାକୁ ଅଟକାଯାଇପାରିଛି। କାନପୁର ଅଂଚଳରେ ଏହା ତୃତୀୟ ଘଟଣା ବୋଲି ଜଣାପଡିଛି। ଘଟଣାସ୍ଥଳରୁ କିଛି ମଦ ବୋତଲ ମଧ୍ୟ ମିଳିଛି। ସିଲିଣ୍ଡରରୁ ଗ୍ଯାସ ଖାଲି କରାଯାଇ ଫରେନସିକ୍ ଲାବକୁ ପରୀକ୍ଷା ଲାଗି ପଠାଯାଇଛି। ଟ୍ରାକ ଉପରେ ଗ୍ୟାସ ସିଲିଣ୍ଡର ରଖି ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି। ଏହା ପୂର୍ବରୁ କାନପୁର-କାସଗଂଜ ରୁଟରେ ମଧ୍ୟ ଟ୍ରାକରେ ଗ୍ଯାସ ସିଲିଣ୍ଡର ରଖି ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥିଲା। ଏହାର ମାସକ ପରେ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି।

Tags: gas cylenderup
ShareTweetShareSend
Sanchar Live

Sanchar Live

Next Post
ତିରୁପତି ମନ୍ଦିର ଲଡ଼ୁ ବିବାଦ : ୧୧ ଦିନ ଧରି ଉପବାସରେ ତପସ୍ୟା କରିବେ ପବନ କଲ୍ୟାଣ

ତିରୁପତି ମନ୍ଦିର ଲଡ଼ୁ ବିବାଦ : ୧୧ ଦିନ ଧରି ଉପବାସରେ ତପସ୍ୟା କରିବେ ପବନ କଲ୍ୟାଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.