Monday, June 2, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଘର ଭିତରେ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର

Sanchar Live by Sanchar Live
May 31, 2025
in ଅପରାଧ
0
ମଦ ପିଇବାକୁ ଟଙ୍କା ନଦେବାରୁ ମା’କୁ ମାରିଦେଲା..
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ପଞ୍ଚରିଡ଼ା ରେଞ୍ଜ ଫରେଷ୍ଟରଙ୍କ ଅଦରପୋଡ଼ା ମୃତଦେହ ଉଦ୍ଧାର । ବାରମାସୀ ଦଣ୍ଡା ସ୍ଥିତ ଘରୁ ଫରେଷ୍ଟ ଶିଶିର ସାହୁଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଏଥିରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣାରେ ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହାଇନାହିଁ । ଏହି ଘଟଣାରେ ମୃତ ଫରେଷ୍ଟରଙ୍କ ପୁଅକୁ ପୋଲିସ ପଚରାଉଚରା କରୁଛି ।
ତେବେ ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ କେହି କେମିତି କିଛି ଜାଣିପାରିଲେନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ଶିଶିର ଏବଂ ତାଙ୍କ ସ୍ତ୍ରୀ ପୁଅ ଘରେ ଥିବା ବେଳେ ଗତ ବିଳମ୍ବିତ ରାତିରେ ହଠାତ୍ ଘରୁ ନିଆଁ ବାହାରିଥିଲା । ଘରୁ ବାହାରି ଚିତ୍କାର କରି ଘରେ ନିଆଁ ଲାଗିଯାଇଛି ବୋଲି ଲୋକଙ୍କୁ ଡାକିଥିଲେ ଶିଶିରଙ୍କ ସ୍ତ୍ରୀ । ଖବର ପାଇଁ ଫାୟାର ଟିମ ପହଞ୍ଚି ନିଆଁଙ୍କୁ ଆୟତ କରିଛି । ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Tags: crimeforesternayagarh
ShareTweetShareSend
Sanchar Live

Sanchar Live

Next Post
ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀଙ୍କ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀଙ୍କ ଭିଜିଲାନ୍ସ ଚଢ଼ାଉ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରତିଦିନ କେତେ ପରିମାଣର ଅଖରୋଟ ଖାଇବା ଉଚିତ ? ଜାଣନ୍ତୁ…
  • ଆଗାମୀ ୫ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ବିଗୁଣିତ କରିବା ପାଇଁ ଆମ ସରକାର ପ୍ରୟାସଶୀଳ : ମୁଖ୍ୟମନ୍ତ୍ରୀ
  • ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ
  • କଳିଙ୍ଗ ଷ୍ଟୁଡିଓର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ରାଜଧାନୀରେ ସିଭିଲ ଡିଫେନ୍ସର ତାଲିମ ଶିବିର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.