Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ପ୍ରବଳ ବର୍ଷାରେ ବେହାଲ ପାକିସ୍ତାନ

Sanchar Live by Sanchar Live
July 25, 2025
in ବିଦେଶ
0
ପ୍ରବଳ ବର୍ଷାରେ ବେହାଲ ପାକିସ୍ତାନ
0
SHARES
63
VIEWS
FacebookTwitter

ପ୍ରବଳ ବର୍ଷାରେ ବେହାଲ ହୋଇଛି ପାକିସ୍ତାନ । ପାଣିର ପାଟିରେ ଏବେ କଲବଲ ଡାକୁଛି ପାକିସ୍ତାନ । ମୌସୁମୀ ବର୍ଷାରେ ସ୍ଥିତି ସାଙ୍ଘାତିକ ହୋଇଛି ଆଉ ଲଗାଣ ବର୍ଷା ପାକିସ୍ତାନରେ ହାହାକାର ଖେଳିଯାଇଛି । ଗତ ୨୪ ଘଣ୍ଟାରେ ପାକିସ୍ତାନରେ କ୍ଷୟକ୍ଷତି ଅଧିକ ହୋଇଥିବା ବେଳେ ଇତିମଧ୍ଯରେ ୨୬୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୨୬ ଜଣ ଶିଶୁ ଥିବା ଜଣା ପଡିଛି । ବନ୍ୟା, ବର୍ଷା ଏବଂ ଭୂସ୍ଖଳନରେ ୬୨୮ ଜଣ ଗୁରୁତର ହୋଇଛନ୍ତି । ୧୨୫୦ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୬୬ ପଶୁଙ୍କ ଜୀବନ ଯାଇଛି ।

ଜୁନ ୨୬ ତାରିଖରୁ ଆଜି ଯାଏଁ ମୌସୁମୀରେ ପ୍ରଭାବିତ ହୋଇଛି ପାକିସ୍ତାନ । ପାକିସ୍ତାନରେ ମୌସୁମୀ ଜନିତ ବର୍ଷା ଦେଶକୁ ଦୋହଲାଇ ଦେଇଥିବା ବେଳେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଚିନ୍ତାଜନକ । ପାକିସ୍ତାନରେ ମୁଣ୍ଡ ନେଉଛି ମୌସୁମୀ ବର୍ଷା । ମାସେ ଭିତରେ ୨୬୬ରୁ ଅଧିକ ଜୀବନ ନେଲାଣି ମୌସୁମୀ । ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗତ ଜୁନ ୨୬ରେ ମୌସୁମୀ ପାକିସ୍ତାନ ଛୁଇଁଥିବା ବେଳେ ସେହି ତାରିଖ ଠାରୁ ବର୍ତ୍ତମାନ ଯାଏଁ ମୌସୁମୀ ଜନିତ ବର୍ଷା ଏବଂ ତତ୍ ଜନିତ ବନ୍ୟା ଏବଂ ଭୂସ୍ଖଳନ ଫଳରେ ଏସବୁ ମୃତ୍ୟୁ ହୋଇଛି ।

ଲଗାଣ ବର୍ଷା ପାକିସ୍ତାନରେ ବନ୍ୟା ସ୍ଥିତି ତ ଆଣିଛି ତାସହ ଅନେକ ଘର ଭୁଶୁଡ଼ି ଥିବା ଜଣାପଡିଛି । ଅଧିକାଂଶ ମୃତ୍ୟୁ ଛାତ ଭୁଶୁଡି ହୋଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହଠାତ୍ ବନ୍ୟା ମାଡି ଆସିବା, ପାଣିରେ ଭାସିଯାଇ, ବଜ୍ରାଘାତ, ଭୂସ୍ଖଳନ ପାଇଁ ହିଁ ହୋଇଛି । ତେବେ ପାକିସ୍ତାନର ପଞ୍ଜାବ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କେବଳ ପଞ୍ଜାବରେ ହିଁ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତକଙ୍କ ମଧ୍ୟରେ ୧୦୧ ଜଣ କେବଳ ଶିଶୁ ରହିଛନ୍ତି ।

Tags: floodpakistan
ShareTweetShareSend
Sanchar Live

Sanchar Live

Next Post
ଏହି ସବୁ ଖାଦ୍ୟାଭ୍ୟାସ ହୃଦରୋଗର ମୁଖ୍ୟ କାରଣ…

ଏହି ସବୁ ଖାଦ୍ୟାଭ୍ୟାସ ହୃଦରୋଗର ମୁଖ୍ୟ କାରଣ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.