Monday, July 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଚେନ୍ନାଇ ସହିତ ୧୮ ବର୍ଷର ସଂପର୍କ ତୁଟାଇଲେ ମୁଖ୍ୟକୋଚ୍ ଷ୍ଟିଫନ ଫ୍ଲେମିଂ

Sanchar Live by Sanchar Live
July 13, 2026
in କ୍ରୀଡ଼ା
0
ଚେନ୍ନାଇ ସହିତ ୧୮ ବର୍ଷର ସଂପର୍କ ତୁଟାଇଲେ ମୁଖ୍ୟକୋଚ୍ ଷ୍ଟିଫନ ଫ୍ଲେମିଂ
0
SHARES
16
VIEWS
FacebookTwitter

ଚେନ୍ନାଇର ଏକ ଐତିହାସିକ ଯୁଗର ଅନ୍ତ । ଚେନ୍ନାଇ ସହିତ ୧୮ ବର୍ଷର ସଂପର୍କ ତୁଟାଇଲେ ମୁଖ୍ୟକୋଚ୍ ଷ୍ଟିଫନ ଫ୍ଲେମିଂ । ଷ୍ଟିଫନ ଫ୍ଲେମିଂ ନିଜ ସହମତିରେ ଚେନ୍ନାଇ ଠାରୁଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଫ୍ରାଞ୍ଚାଇକ ମୁତାବକ ଫ୍ଲେମିଂ ଏବଂ ସିଏସକେ ମ୍ୟାନେଜମେଣ୍ଟ ଭିତରେ ହୋଇଥିବା ଆପୋଷ ବୁଝାମଣା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ନ୍ୟୁଜିଲାଣ୍ଡ ପୂର୍ବତନ ଅଧିନାୟକ ଷ୍ଟିଫନ ଫ୍ଲେମିଂ ୨୦୦୮ରେ ଆଇପିଏଲ ଡେବ୍ୟୁ ସିଜିନରେ ଖେଳାଳି ଭାବେ ଚେନ୍ନାଇ ସୁପରକିଙ୍ଗସ ସହିତ ଜଡିତ ହୋଇଥିଲେ । ଏହାପରେ ୨୦୦୯ରେ ତାଙ୍କୁ ଟିମର ହେଡ କୋଚ ଭାବେ ଦାୟିତ୍ବ ମିଳିଥିଲା । ୨୦୦୯ରୁ ଆରମ୍ଭ କରି ୨୦୨୬ ଯାଏଁ, ଫ୍ଲେମିଂ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ସହିତ ଟିମକୁ ମଜବୁତ କରିଥିଲେ । ଫଳରେ ଆଇପିଏଲରେ ଟିମ୍ ଇତିହାସ ରଚିଥିଲା ।

ଫ୍ଲେମିଂଙ୍କ ସମୟରେ ୧୮ ବର୍ଷ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଭଲ ପ୍ରଦର୍ଶନ କରିଥିଲା । ଫ୍ଲେିମଂ ହେଡକୋଚ ହୋଇ ଚେନ୍ନାଇ ସୁପରକିଙ୍ଗସକୁ ୫ ଥର ଟାଇଟଲ ଜିତାଇଥିଲେ । ଏହାସହିତ ୨ ଥର ଚାମ୍ପିଅନ୍ସ ଲିଗ ଟି୨୦ ଟ୍ରଫି ଅକ୍ତିଆର କରିଥିଲା । ତାଙ୍କ ଦେଖାରେଖାରେ ସିଏସକେ ରେକର୍ଡ ୧୨ ପ୍ଲେଅଫରେ ସ୍ଥାନ ପାଇଥିଲା । ଏହାହସହିତ ଚେନ୍ନାଇ ଟିମ୍ ଫ୍ଲେିମଂଙ୍କ କାର୍ଯ୍ୟକାଳରେ ରେକର୍ଡ ୧୦ ଥର ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲେ ।

ଚଳିତବର୍ଷ ୨୦୨୬ରେ ଏମଏଲସି ସିଜନରେ ଟେକ୍ସସ ସୁପରକିଙ୍ଗସ ଟିମ୍ ସବୁଠାରୁ ତଳେ ରହିଥିଲା । ଟିମ୍ ପ୍ଲେ ଅଫରେ ସ୍ଥାନ ପାଇନଥିଲା । ତେଣୁ ଫ୍ଲେମିଂ ନିଜ କ୍ୟାରିଅରର ଶେଷ ଆଇପିଏଲ ବୋଲି ପ୍ରମାଣିତ ହୋଇଛି ।

Tags: cskiplStifen fleming
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଚେନ୍ନାଇ ସହିତ ୧୮ ବର୍ଷର ସଂପର୍କ ତୁଟାଇଲେ ମୁଖ୍ୟକୋଚ୍ ଷ୍ଟିଫନ ଫ୍ଲେମିଂ
  • ଶ୍ରୀମନ୍ଦିର’ ନାମକ ଫ୍ରଡ୍‌ ଆପରେ ଠକୁଛନ୍ତି ସାଇବର ଠକ
  • ମେଡିକାଲରେ ଦିଆଯାଉଛି ପୋକରା ଔଷଧ
  • ଜାଣନ୍ତୁ ଆଜିର ପେଟ୍ରୋଲ ଏବଂ ଡିଜେଲ ଦର
  • ବର୍ଷାରେ ଭିଜିବ ରଥଯାତ୍ରା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.