Monday, April 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଲୋକାୟୁକ୍ତଙ୍କ ଅଫିସରେ କେମିତି ଲାଗିଲା ନିଆଁ ?

Sanchar Live by Sanchar Live
February 26, 2026
in ଓଡିଶା
0
ଲୋକାୟୁକ୍ତଙ୍କ ଅଫିସରେ କେମିତି ଲାଗିଲା ନିଆଁ ?
0
SHARES
27
VIEWS
FacebookTwitter

ତୋଷାଳୀ ଭବନରେ ନିଆଁ । ଲୋକାୟୁକ୍ତଙ୍କ ଅଫିସରେ ଲାଗିଲା ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ତୋଷାଳୀ ଭବନରେ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ନିଆଁ ଲାଗିଛି । ଳୋକାୟୁକ୍ତଙ୍କ କାର୍ଯ୍ୟାଳୟ ରେକଡରୁମ ୩ରେ ନିଆଁ ଲାଗିଥିବା ସୂଚନା ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସରକାରୀ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡିଯାଇଥିବା ଆଶଙ୍କା କରାଯାଉଛି । ତେବେ ନିଆଁ କେମିତି ଲାଗିଲା ତାହା କିଛି ଜଣାପଡ଼ିନାହିଁ ।
ସେପଟେ ସୋମବାର ରାତି ପ୍ରାୟ ସାଢ଼େ ୧୦ଟାରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ହୁତୁହୁତୁ ହୋଇ ଜଳୁଥିଲା ଲିଙ୍ଗିପୁର ସୁପରମାର୍ଟରେ ଥିବା ସୁବାସ ଚନ୍ଦ୍ର ଜଗତିଙ୍କ ଗୋଦାମ ଘର । ପ୍ରଥମେ ସୁପରମାର୍ଟର ତୃତୀୟ ମହଲାରେ ନିଆଁ ଲାଗିବା ପରେ, ଚତୁର୍ଥ ମହଲାରେ ଥିବା ଗୋଦାମ ଗୃହକୁ ବ୍ୟାପି ଯାଇଥିଲା ନିଆଁ । ଏଠାରେ ପ୍ଲାଷ୍ଟିକ ଓ ରବର ସାମଗ୍ରୀ ଅଧିକ ଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପିବାରେ ଲାଗିଲା ।

ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ, ପାଣି ମାଡ଼ କରି ନିଆଁକୁ ଆୟତ୍ତ କରିବା ସମ୍ଭବ ହେଲାନାହିଁ । ଅଗ୍ନିଶମ ଡିଜି ନିଜେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଫୋମ୍ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ କରାଗଲା । ପାଣି ମାଡ଼ କରି ନିଆଁ ଲିଭାଇବା ସମ୍ଭବ ନହେବାରୁ ଫୋମ୍ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ ଆରମ୍ଭ ହେଲା । ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ୪୦ରୁ ଅଧିକ ଦମକଳ ଗାଡ଼ି । ୧୫ରୁ ଅଧିକ ଗାଡ଼ି ସାହାଯ୍ୟରେ ଫୋମ୍ ପ୍ରୟୋଗ କରାଗଲା । ମେସିନ ଅତ୍ୟାଧୁନିକ କ୍ରେନ୍ ସାହାଯ୍ୟରେ କର୍ମଚାରୀମାନେ ଛାତ ଉପରେ ପହଞ୍ଚି ଫୋମ୍ । ତଥାପି ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭିନଥିଲା ।

Tags: bhubaneswarfireodisha
ShareTweetShareSend
Sanchar Live

Sanchar Live

Next Post

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍
  • ପୁଣି ବିବାଦରେ ଫସିଲେ ନାଣ୍ଡ ବାବୁ
  • ଏକାଥରକେ ୬ ଡିଗ୍ରୀ ବଢ଼ିଯିବ ତାତି, ଏହିସବୁ ଜିଲ୍ଲାର ଲୋକ ହେବେ କଲବଲ
  • ହିମାଳୟରେ ସାରଥୀଙ୍କ ଧ୍ୟାନ ମୁଦ୍ରା, ଫଟୋ ହେଉଛି ଭାଇରାଲ
  • କମିଲା ସୁନା ଦର, ଜାଣନ୍ତୁ ଆଜିର ଦାମ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.