Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଡାକ୍ତରଙ୍କୁ ଦଳିଦେଲା ଦନ୍ତା

Sanchar Live by Sanchar Live
March 5, 2025
in ଓଡିଶା
0
ଡାକ୍ତରଙ୍କୁ ଦଳିଦେଲା ଦନ୍ତା
0
SHARES
13
VIEWS
FacebookTwitter

ବାଲେଶ୍ୱର: ହାତୀ ଆକ୍ରମଣରେ ନୀଳଗିରି ଭେଟେନାରୀ ଅଫିସର ଶୁଭାଶିଷ ମହାପାତ୍ର ଗୁରୁତର । ଅସୁସ୍ଥ ହାତୀକୁ ଚିକିତ୍ସା କରି ଫେରିବା ବେଳେ ଅନ୍ୟ ଏକ ହାତୀ ଆକ୍ରମଣରେ ଗୁରୁତର ହେଲେ ବିଭିଓ ଶୁଭାଶିଷ ମହାପାତ୍ର । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କୁଳଡିହା ଅଭୟାରଣ୍ୟର ବାଲିଆନାଳ ଗେଟ୍‌ ନିକଟସ୍ଥ ଋଷିଆ ଡ୍ୟାମ ନିକଟରେ  ଚାଲିଥିଲା ଅସୁସ୍ଥ ହାତୀର ଚିକିତ୍ସା । ସୂଚନା ଅନୁସାରେ, ଏକ ମାଈ ହାତୀ ଅସୁସ୍ଥ ହେବାର ଘଟଣା କୁଳଡିହା ରେଞ୍ଜ ଅଧିକାରୀ ଜାଣିବା ପରେ ଚିକିତ୍ସକ ଶୁଭାଶିଷଙ୍କୁ ଧରି ଅପରାହ୍ଣରେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଚିକିତ୍ସା ସାରି ଫେରିବା ସମୟରେ ଅନ୍ୟ ଅକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ସେପଟେ ଯେଉଁ ହାତୀକୁ ଚିକିତ୍ସା କରୁଥିଲେ ପଶୁ ଡାକ୍ତର, ତାଙ୍କୁ ମଧ୍ୟ ବିନା ଟ୍ରାଙ୍କୁଲାଇଜରେ ଚିକିତ୍ସା କରାଯାଉଥିବା କୁହାଯାଉଛି ।

Tags: elephantattacknilagiri
ShareTweetShareSend
Sanchar Live

Sanchar Live

Next Post
କଟକ ଡିସିପି ଭାବେ ଦାୟିତ୍ଵ ନେଲେ ଖିଲାରୀ ଋଷିକେଶ ଦ୍ୟାନଦେଓ

କଟକ ଡିସିପି ଭାବେ ଦାୟିତ୍ଵ ନେଲେ ଖିଲାରୀ ଋଷିକେଶ ଦ୍ୟାନଦେଓ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.